Browsing Tag

Doctor

ଖରାପ ବ୍ୟବହାର କଲେ ଚିକିତ୍ସା ପାଇଁ ମନା କାରିପାରିବେ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କ ବିରୋଧରେ ହିଂସା ବନ୍ଧ କରିବା ପାଇଁ ନ୍ୟାସନାଲ ମେଡିକାଲ କମିଶନ ବଡ ପଦକ୍ଷେପ ନେଇଛନ୍ତି । ଏ ନେଇ ଡାକ୍ତରଙ୍କ ସୁରକ୍ଷାକୁ ନେଇ କମିଶନ ନୂଆ ବିଜ୍ଞପ୍ତି ଜାରି ହେଇଛି । ଏଥିରେ ରେଜିଷ୍ଟର୍ଡ ମେଡିକାଲ ପ୍ରାକ୍ଟିସନର୍ସ ତଥା ଡାକ୍ତରଙ୍କୁ ଅଧିକ କ୍ଷମତା ଦିଆଯାଇଛି ।…
Read More...

ବୟସ ୫୦ ଛୁଆ ୬୦

ନୂଆଦିଲ୍ଲୀ : ଆମ ସାଧାରଣ ଜୀବନରେ ଦ୍ୱିତୀୟ ଭଗବାନ ରୂପେ ଆମେ ଡାକ୍ତରଙ୍କୁ ବୁଝୁ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ଜଣେ ଡାକ୍ତରଙ୍କର କର୍ତ୍ତବ୍ୟ । ଜୀବନ ଦେବା ଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି ଡାକ୍ତରୀ ଟିମ । ତେବେ ଉଚ୍ଚଶିକ୍ଷିତ ହେତୁ ପରିବାର ସୀମିତ କରିବାରୁ ବହୁ ସମୟ…
Read More...

ୟୁକ୍ରେନରୁ ଫେରିଲେ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ- ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜୋରଦାର ଭାବେ ଚାଲିଛି । ସେଠାରେ ମଧ୍ୟ ବହୁ ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଏହାରି ମଧ୍ୟରେ ବରଗଡ ତଲିପଡା ଜୟ ପ୍ରକାଶ କର ଓ ଦୀପ୍ତି କରଙ୍କ ପୁଅ ଅନୁପମ କର ୟୁକ୍ରେନରୁ ସୁରକ୍ଷିତ ଭାବେ ନିଜ ଜନ୍ମ ମାଟିକୁ ଫେରି ଆସିଛନ୍ତି ।…
Read More...

ୟୁକ୍ରେନରେ ଫସିଛନ୍ତି ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀ ; ଚିନ୍ତାରେ ପରିବାର

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସେପଟେ ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଢେଙ୍କାନାଳର ଦୁଇଜଣ ଛାତ୍ରଛାତ୍ରୀ ସମେତ ପ୍ରାୟ ୪୦ରୁ ଅଧିକ ଓଡ଼ିଆ ପିଲା ଫସିରହିଥିବା ଜଣାପଡିଛି । ତେବେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ…
Read More...

ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ତୃତୀୟ ଲହର ପାଇଁ ସତର୍କ ଜାରି କରାଯାଇଛି

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ସାମୂହିକ ପୂଜା ପର୍ବଣ ସହିତ ପର୍ଯ୍ୟଟନ କ୍ଷେତ୍ରକୁ କୋହଳ କରିବା ଆଗାମୀ ଦିନରେ ବିପଦ ଆଣିପାରେ ବୋଲି ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ବୟାନ ଜାରି କରା ଯାଇଛି । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କୋଭିଡ କଟକଣା କୋହଳ ଉପରେ ପୁନଃବିଚାର କରିବାକୁ…
Read More...

ଜାତୀୟ ଡାକ୍ତର ଦିବସ ଚିକିତ୍ସକଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଆଜି ଏହି ଜାତୀୟ ଡ଼ାକ୍ତର ଦିବସ ଅବସରରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ସ ପକ୍ଷରୁ ଏକ କାର୍ୟ୍ୟକ୍ରମରେ ଯୋଗଦେବେ ମୋଦୀ । ଆଜି ଦିନ ୩ଟା ସମୟରେ ଇଣ୍ଡିଆନ ମେଡ଼ିକାଲ…
Read More...

ଭଡାଘରରେ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ

(ଆଦର୍ଶ ରାଉତ ) : ଭଡାଘରୁ ଡାକ୍ତରାଣୀଙ୍କର ମୃତଦେହ ଉଦ୍ଧାର । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ଶ୍ରୀବିହାରର ଏକ ଭଡା ଘରୁ ଆଜି ଜଣେ ଡାକ୍ତରାଣୀଙ୍କର ରହସ୍ୟଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ମନସ୍ୱିନୀ ବାରିକ ହୋଇଥିବା ବେଳେ ତାଙ୍କ ଘର ବରଗଡ ବୋଲି ଜଣାପଡିଛି ।…
Read More...

ଖାଲି ଥିବା ଡାକ୍ତର ପଦବି ପୁରଣ ପାଇଁ ପ୍ରକ୍ରିୟା ଆରମ୍ଭ କଲା ସ୍ୱାସ୍ଥ୍ୟ ବିଭାଗ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) :  ରାଜ୍ୟରେ ଖାଲିଥିବା ଡାକ୍ତର ପଦବି ପୁରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା କାଲିଠାରୁ କାଉନସେଲିଂ ଆରମ୍ଭ ହେଉଛି । ଏହି କାଉନସେଲିଂ ମାଧ୍ୟମରେ ୧୧୩ଜଣ ବିଶେଷଜ୍ଞ ଏବଂ ୪୮୩ ଜଣ ଏମ୍.ବି.ବି.ଏସ୍ ଡାକ୍ତର , ମୋଟ ୫୯୬ ଜଣଙ୍କୁ ନିଯୁକ୍ତି ପ୍ରଦାନ…
Read More...