Browsing Tag

Donald Trump

ବିଦେଶୀ ନାଗରିକଙ୍କ ପାଇଁ ଟ୍ରମ୍ପ ସରକାରଙ୍କ ନୂତନ ନିୟମ

ଆମେରିକା-: ଟ୍ରମ୍ପ ସରକାର ଆମେରିକାରେ ବିଦେଶୀ ନାଗରିକଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ୩୦ ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହୁଥିବା ବିଦେଶୀ ନାଗରିକମାନଙ୍କୁ ନିଜକୁ ପଞ୍ଜୀକରଣ କରିବାକୁ ପଡିବ। ଯଦି ସେମାନେ ଏହା କରିବାରେ ବିଫଳ ହୁଅନ୍ତି, ତେବେ…
Read More...

ସାଧାରଣ ଘର ନୁହେଁ ହ୍ୱାଇଟ ହାଉସ୍

ସାଧାରଣ ଘର ନୁହେଁ ହ୍ୱାଇଟ ହାଉସ୍ ।  ୧୩୨ଟି ରୁମ୍, ୩୨ଟି ବାଥରୁମ୍, ୪୧୨ଡୋର , ୮ଟି ସିଢୀ, ୩ଟି ଲିଫ୍ଟ, ୧୪୭ ଝରକା ବିଶିଷ୍ଟ ଏହା ବିଶ୍ୱର ସବୁଠୁ ଶକ୍ତିଶାଳି ଘର । ଆଉ ଯଦି ଏହାର ସୁରକ୍ଷାକୁ ଦେଖିବା  ଯେ, ନା ଏଠି ଗୋଳା ବାରୁଦ କାମ କରିବ ନା କୌଣସି ମିସାଇଲ୍ । ଏମିତି କି, ପରମାଣୁ…
Read More...

ରାଷ୍ଟ୍ରପତି ଗାଦିରେ ବସିବା ପରେ ଟ୍ରମ୍ପଙ୍କୁ ମିଳିବ କେଉଁ କେଉଁ ସୁବିଧା ?

ବ୍ୟୁରୋ : ଫେରିଲା ଟ୍ରମ୍ପ ଶାସନ। ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ସୋମବାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ସହିତ ରିପବ୍ଲିକାନ ନେତା ଜେଡି ଭାନ୍ସ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ବିଚାରପତି ଜନ୍ ରବର୍ଟସ୍ ରାଷ୍ଟ୍ରପତି ଓ…
Read More...

୩୪ ମାମଲାର ଶୁଣାଣି କରି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ

ବେଙ୍ଗାଲୁରୁ: ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ଯୌନ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ମାମଲା ୨୦୧୬ ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବାବେଳେ ଗତକାଲି କୋର୍ଟ ଏହାର ଶୁଣାଣି କରିଥିଲେ । ଦୁଇଦିନ ଧରି ଶୁଣାଣି ଚାଲିଥିବା ବେଳେ…
Read More...

ଗିରଫ ହୋଇ ମୁକୁଳିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଗୋପନ ଦସ୍ତାବିଜ ଲୁଚାଇ ରଖିବା ମାମଲାରେ ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗତକାଲି ସେ ଆତ୍ମସମର୍ପଣ କରିବା ପରେ ଗିରଫ ହୋଇଥିଲେ । ଏହାର ୪୫ ମିନିଟ ଭିତରେ ଜାମିନରେ ବାହାରିଥିଲେ ଟ୍ରମ୍ପ । ମିଆମି ସ୍ଥିତ ଫେଡେରାଲ କୋର୍ଟରେ ସେ ଆମସର୍ମପଣ…
Read More...

ଆମେରିକା ଇତିହାସରେ ପ୍ରଥମ ଘଟଣା: ପୂର୍ବତନ ରାଷ୍ଟ୍ରପତିଙ୍କ ନାଁରେ ୩୭ଟି ଅପରାଧିକ ମାମଲା

ଆମେରିକା ଇତିହାସରେ ପ୍ରଥମ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ୩୭ଟି ମାମଲା ଦାଏର ହୋଇଛି । ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସ ଛାଡିବା ବେଳେ ସାଙ୍ଗରେ ନେଇ ଆସିଥିଲେ ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ । ଏନେଇ ୩୭ଟି ମାମଲା ରୁଜୁ ହୋଇଛି । ତେବେ ଏହି ଅଭିଯୋଗ ପ୍ରମାଣିତ ହେଲେ…
Read More...

ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ; ମିଆମି କୋର୍ଟରେ ହେବେ ହାଜର

ଓ୍ୱାଶିଂଟନ: କେତେକ ଗୁରୁତ୍ବପୂର୍ଣ୍ଣ ନଥି ପ୍ରସଙ୍ଗରେ ତାଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ପର୍ଣ୍ଣଷ୍ଟାରଙ୍କୁ ଟଙ୍କା ଦେବା ମାମଲାରେ ବି ଅଡୁଆର ସମ୍ମୁଖୀନ ହୋଇଥିଲେ ଟ୍ରମ୍ପ । ଦ୍ବିତୀୟ ଥର ଲାଗି…
Read More...

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା

ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୌନ ନିର୍ୟାତନା ମାମଲାରେ ପୁଣି ଏକ ବଡ଼ ଝଟକା ଲାଗିଛି। ଯୌନ ଶୋଷଣ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ୫ ମିଲିୟନ ଡଲାର ଜୋରିମାନା ଲଗାଇଛନ୍ତି ଆମେରିକାର ଫେଡେରାଲ କୋର୍ଟ । ୧୯୯୦ ଦଶକରେ ସେ ଜଣେ ଲେଖିକାଙ୍କୁ ଯୌନ ନିର୍ୟାତନା…
Read More...

ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ ଟ୍ରମ୍ପଙ୍କ ସପକ୍ଷରେ ବାହାରିବା ପରେ ଏପରି ଆଶା କରାଯାଉଛି । ପର୍ଣ୍ଣ ଷ୍ଟାର ଷ୍ଟ୍ରୋମି ଡାନିଏଲ୍ସଙ୍କୁ ପଇସା ଦେଇ ଚୁପ କରାଇବା ଅଭିଯୋଗରେ…
Read More...

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ ହେରଫେର ମାମଲାକୁ ହୋଇଥିଲେ ଗିରଫ

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ । ପର୍ଣ୍ଣାରଙ୍କୁ ଟଙ୍କା ଦେବା ମାମଲାରେ ହୋଇଥିଲେ ଗିରଫ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାନହଟ୍ଟନ କୋର୍ଟରେ ମାମଲାର ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ।…
Read More...