Browsing Tag

dutee chand

ବାପା ହେବାକୁ ଚାହାନ୍ତି ଦୌଡରାଣୀ ! ନିଜର ମନ କଥା ଖୋଲି କହିଲେ ଦୂତୀ ଚାନ୍ଦ

ବ୍ୟୁରୋ : ବାପା ହେବାକୁ ଚାହାନ୍ତି ଦୌଡରାଣୀ । ଗଣମାଧ୍ୟମ ଆଗରେ ନିଜର ମନ କଥା ଖୋଲିକି କହିଛନ୍ତି ଦୂତୀ ଚାନ୍ଦ । ସନ୍ତାନ ଜନ୍ମ କରିବାକୁ ଯେ, ଶାରୀରିକ ସମ୍ପର୍କର ଆବଶ୍ୟକତା ନାହିଁ ବୋଲି ଜଣାଇ ଦେଇଛନ୍ତି ଦୂତୀ । ତେବେ ପ୍ରଥମେ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଫଟୋ ଇଣ୍ଡିଆ…
Read More...

ପ୍ରେମିକା ମଥାରେ ସିନ୍ଦୁର ଦେଲେ ଦୂତୀ : ଇଣ୍ଡିଆ ଟୁଡେ ମାଗାଜିନର କଭର ପେଜରେ ପ୍ରକାଶ ପାଇଲା ଚିତ୍ର

ଭୁବନେଶ୍ୱର : ଦୌଡରାଣୀ ଦୂତୀ ଚାନ୍ଦ ସବୁବେଳେ ତାଙ୍କ ଖେଳ ଓ ସମଲିଙ୍ଗୀ ପ୍ରେମ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି | ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେଏହାର ମାଗାଜିନର କଭର ଷ୍ଟୋରୀରେ ଦୂତୀ ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଏହି ଚିତ୍ରରେ ଦୂତୀ ତାଙ୍କ…
Read More...

ରିୟାଲିଟି ଶୋ ‘ଝଲକ ଦିଖଲା ଜା’ର ସିଜିନ-୧୦ରେ ନଜର ଆସିବେ ଦୂତୀ ଚାନ୍ଦ

ଭୁବନେଶ୍ୱର : ନୂଆ ଅନ୍ଦାଜରେ ନଜର ଆସିବେ । କଲର୍ସର ଲୋକପ୍ରିୟ ରିୟଲିଟି ଶୋ ଝଲକ ଦିଖଲା ଜା’ର ସିଜିନ୍ -୧୦ ରେ ନଜର ଆସିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ । ଏହି ଶୋ’ ପାଇଁ ପୂର୍ବରୁ ବହୁବାର ଅଫର ମିଳିଥି ଦୂତୀଙ୍କୁ ହେଲେ ବ୍ୟସ୍ତତା ଯୋଗୁଁ ସେଥିରେ ସେ ସାମିଲ ହୋଇପାରୁନଥିଲେ । ଟୋକିଓ…
Read More...

ଦେଇଥିବା ପ୍ରତିଶ୍ରୁତି , ସ୍ମୃତି ହୋଇ ରହିଗଲା : ଦୂତି

ଭୁବନେଶ୍ବର: ଦେଶରେ ଓଡିଶା କ୍ରୀଡ଼ା ମହଲରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି । କେବଳ ଦେଶ ନୁହଁ ବରଂ ପୁରା ବିଶ୍ୱରେ ଓଡ଼ିଶା ନିଜର ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିଚାଲିଛି  । ସେ ଦୌଡ ପ୍ରତିଯୋଗିତା ହେଉ କି ହକି ବିଶ୍ବକପ୍ ସହ ଅଗଣିତ ବଡ଼ ବଡ଼ ପ୍ରତିଯୋଗିତାର ସଫଳ ଆୟୋଜକ…
Read More...

ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ନାଗରିକ ସମ୍ବର୍ଦ୍ଧନା

( ରିପୋର୍ଟସ ଟୁଡେ) : ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରିଥିବା ଦୌଡରାଣୀ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ଆଜି ରାଜ୍ୟସ୍ତରୀୟ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗାଦେଇଥିବାବେଳେ ସମ୍ମାନୀୟ ଅତିଥି…
Read More...

ଅକ୍ଲାନ୍ତ ପରିଶ୍ରମର ଫଳ ପାଇଛି : ଦୂତି

( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ଭାରତକୁ ଦୁଇ ଦୁଇଟି ରୌପ୍ୟ ପଦକ ଦେଇଥିବା ଦୂତି ଚାନ୍ଦ ଫେରିଛନ୍ତି ଓଡିଶା । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଦୌଡରାଣୀ ଦୂତି ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛିା ବିମାନବନ୍ଦରରୁ ସିଧାସଳଖ ସଚିବାଳୟରେ ପହଞ୍ଚି…
Read More...

ପୁଣି ଚମକିଲେ ଦୌଡରାଣୀ ଦୂତି ଚାନ୍ଦ

( ମମତା ସାମଲ) : ମାଲେସିଆରେ ଚାଲିଥିବା ଏସିଆନ କ୍ରୀଡାରେ ପୁଣି ଚମକିଲେ ଓଡିଆ ଧାବିକା ଦୂତି ଚାନ୍ଦ । ୨୦୦ ମିଟର ଦୌଡ ପ୍ରତିଯୋଗିତାର ଫାଇନାଲ୍ରେ ରୌପ ପଦକ ଜିତିଛନ୍ତି । ୨୩.୨୦ ସେକେଣ୍ଡରେ ଦୁଇଶହ ମିଟର ଅତିକ୍ରମ କରିଛନ୍ତି ଦୂତୀ । ଏହା ପୂର୍ବରୁ ୧୦୦ ମିଟର ଦୌଡରେ ମଧ୍ୟ ରୌପ୍ୟ ପଦକ…
Read More...

ଟ୍ରାକରେ ଝିଅ ଦୂତୀ, ଡଙ୍ଗାରେ ବାପା ମା’

(ସୌମ୍ୟ ରଞ୍ଜନ ସେଠୀ) : ଦେଶ ପାଇଁ ଟ୍ରାକରେ ଦଉଡୁଛନ୍ତି ଦୂତୀ । ଏସିଆନ୍ ଗେମ୍ସରେ ପଦକ ପାଇଁ ଦଉଡୁଥିବା ଓଡିଆ ଝିଅ ଦୂତି ଚାନ୍ଦଙ୍କ ଗାଁ ଯାଜପୁର ଜିଲ୍ଲା ଚକଗୋପାଳପୁରରୁ ସାମନାକୁ ଆସିଛି ଏମିତି କିଛି ହୃଦୟସ୍ପର୍ଶୀ କାହାଣୀ । ଏପଟେ ଝିଅ କୋଟି କୋଟି ଟଙ୍କା ର ମାଲିକ ଥିବା ବେଳେ ସେପଟେ ସରଳ…
Read More...

ଫାଇନାଲରେ ଦୂତି

( ମମତା ସାମଲ) : ୧୦୦ ମିଟର ପରେ ଏବେ ୨୦୦ ମିଟର ଦୌଡରେ ବିଜୟର ବାନା ଉଡାଇଛନ୍ତି ଓଡିଶା ଦୌଡରାଣୀ ଦୂତି ଚାନ୍ଦ । ଆଜି ସେ ୨୦୦ ମିଟର ଦୌଡରେ ଜିତି ସେମିଫାଇନାଲରେ ପହଞ୍ଚିଛନ୍ତ । ଦୂତି ୨୩ ସେକେଣ୍ଡ ସମୟରେ ନେଇ ସେମିଫାଇନାଲରେ ବିଜୟ ହାସଲ କରିଛନ୍ତି । ତେବେ ଦୂତୀଙ୍କ ପରେ ସମସ୍ତଙ୍କ ନଜରରେ…
Read More...

ଦୂତିଙ୍କ ପାଇଁ ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ରକ୍ଷାବନ୍ଧନରେ ଓଡିଶାକୁ ରୌପ୍ୟ ପଦକ ଉପହାର ଦେଇଥିବା ଦୌଡରାଣୀ ଦୂତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାରବାବଦକୁ ଦେଢ କୋଟି ଟଙ୍କା ଘୋଷଣା କରିଛନ୍ତ । ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୧୮ ପ୍ରତିଯୋଗିତାରେ ଗତକାଲି ରୌପ୍ୟ ପଦକ ହାସଲ…
Read More...