Browsing Tag

Earthquake

ସକାଳୁ ସକାଳୁ ଥରିଲା ରାଜଧାନୀ, ରିକ୍ଟର୍‌ ସ୍କେଲ୍‌ରେ ତୀବ୍ରତା ୪.୪ ରେକର୍ଡ

ନୂଆଦିଲ୍ଲୀ: ସକାଳୁ ସକାଳୁ ଥରିଲା ରାଜଧାନୀ । ଜାତୀୟ ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍‌କା । ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ସକାଳ ୯ଟା ୪ରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ତେବେ…
Read More...

ମୋହନାରେ ମୃଦୁ ଭୂକମ୍ପ ଅନୁଭୂତ: ଭୟଭୀତ ଲୋକେ

ଗଜପତି: ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଆସିଛି ଏକ ବଡ ଖବର । ଗଜପତି ମୋହନା ଏବଂ ଆଖପାଖି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ପ୍ରାୟ ୨ ସେକେଣ୍ଡ ପାଖାପାଖି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ରହିଛି । ଅପରାହ୍ନ ୧ ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା…
Read More...

ରାଜଧାନୀ ଭୁବନେଶ୍ବରରେ ମୃଦୁ ଭୂଚଳନ ଚର୍ଚ୍ଚା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ମୃଦୁ ଭୂଚଳନ ଚର୍ଚ୍ଚା। ଥରିଲା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ। ରବିବାର ସକାଳ ୭ଟା ୧୭ରେ ଭୂମିକମ୍ପ ହୋଇଛି। ଭୂଚଳନ ଯୋଗୁ ମାତ୍ର କିଛି ସେକେଣ୍ଡ ପାଇଁ ଥରିଲା ରାଜଧାନୀ ଭୁବନେଶ୍ବର।  ବିଶେଷ କରି ପୁରୁଣା ଭୁବନେଶ୍ଵରରେ ଝଟ୍‌କା ଲାଗିଛି। କୌଣସି କ୍ଷୟକ୍ଷତି…
Read More...

ଭୂକମ୍ପରେ ଥରିଲା ଜାପାନ : ୫.୯ ତୀବ୍ରତାର ଝଟକା ଅନୁଭୂତ

ନୂଆଦିଲ୍ଲୀ: ଥରିଲା ଜାପାନ । ଆଜି ଇଜୁ ଦ୍ୱୀପର ତଟୀୟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି । ଯାହାଫଳରେ ଅଞ୍ଚଳରେ ଏକ ମିଟର ଜୁଆର ପର୍ଯ୍ୟନ୍ତ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ…
Read More...

ଭୂମିକମ୍ପର ଜୋରଦାର ଝଟକା ଅନୁଭବ କରିଛନ୍ତି ଜାପାନବାସୀ

ଜାପାନରେ ବଡ ଧରଣର ଭୂମିକମ୍ପ ।ଭୂମିକମ୍ପର ଜୋରଦାର ଝଟକା ଅନୁଭବ କରିଛନ୍ତି ଜାପାନବାସୀ । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୭.୧ । ଫଳରେ ଦେଶରେ ସୁନାମି ଚେତାବନୀ ମଧ୍ୟ ଦିଆଯାଇଛି । ଭୂମିକମ୍ପର ଝଟକା ଜାପାନର କ୍ୟୁଶୁ ଓ ଶିକୋକୁ ଦ୍ୱୀପଯାଏଁ ଅନୁଭୂତ ହୋଇଛି । ଭୂକମ୍ପ ସହ ଜାପାନରେ…
Read More...

ହିମାଚଳ ପ୍ରଦେଶରେ ୩.୨ ତୀବ୍ରତାର ଭୂକମ୍ପ ଅନୁଭୂତ ; ଭୟଭୀତ ଲୋକେ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା । ହିମାଚଳ ପ୍ରଦେଶର ଲାହୋଲ -ସ୍ପିତିରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଛି।ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୂକମ୍ପର ଗଭୀରତା ଭୂମି ଠାରୁ ୫ କିଲୋମିଟର ଗଭୀର ବୋଲି…
Read More...

ଦକ୍ଷିଣ ଆମେରିକାର ଚିଲିରେ ୭.୩ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଚିଲିରେ ଭୀଷଣ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିବା ରେକର୍ଡ କରାଯାଇଛି । ସାମ ପେତ୍ରାଦା ଆଟାକାମା ସହରର ୪୧ କିମି ଦକ୍ଷିଣ ପୂର୍ବରେ ୧୨୮ କିଲୋମିଟର ଗଭୀରତାରେ ଭୂମିକମ୍ପର କେନ୍ଦ୍ର ସୃଷ୍ଟି ହୋଇଛି । ଭୂକମ୍ପ ପରେ ଲୋକମାନେ…
Read More...

ପେରୁରେ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ ।ଦକ୍ଷିଣ ପେରୁରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି। ଅନେକ ସମୟ ପର୍ୟ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିଛି ସ୍ଥାନରେ ଝଟକା ସମୟରେ ସିସିଟିଭି ଦୃଶ୍ୟ…
Read More...

ଜାପାନର ମଧ୍ୟ ଭାଗରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଆଜି ଜାପାନର ମଧ୍ୟ ଭାଗରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । କିନ୍ତୁ ସୁନାମି ସତର୍କ ସୂଚନା ନାହିଁ ବୋଲି ଜାପାନ ପାଣିପାଗ ବିଭାଗ (ଜେଏମ୍ଏ) କହିଛି। ସ୍ଥାନୀୟ ସମୟ ସକାଳ ୬ଟା ୩୧ ମିନିଟରେ ଆସିଥିବା ଏହି ଗଭୀର ଝଟକା ନୋଟୋ ଉପଦ୍ୱୀପରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି । ପ୍ରଥମ…
Read More...

ଉତ୍ତରାଖଣ୍ଡରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ

ଉତ୍ତରାଖଣ୍ଡ: ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡରେ । ଆଜି ସକଳୁ ସକାଳୁ କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଛି । ତେବେ ଏହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଣ ପାଇଥିଲା । ଲୋକ ଘରୁ ବାହାରି ଆସିଥିଲେ । ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ପିଥୋରାଗଡ…
Read More...