Browsing Tag

Election

ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ଚାଲିଛି ମତଦାନ

ଝାଡ଼ଖଣ୍ଡ : ମତ ଦେଇ ନେତା ବାଛୁଛି ଝାଡଖଣ୍ଡ । ଆଜି ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଏହି ପ୍ରଥମ ପ୍ରର୍ଯ୍ୟାୟରେ ୪୩ ଟି ସିଟ୍ରେ ହେଉଛି ନିର୍ବାଚନ । ତେଣୁ ଆଜି ସକାଳ ୭ ଟାରୁ ମତଦନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତସାବ୍ୟସ୍ତ କରିରେ ଝାଡଖଣ୍ଡ ବାସୀ…
Read More...

ପାରାଦ୍ୱୀପରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ପାରାଦ୍ୱୀପ : ପାରାଦ୍ୱୀପରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ଯୋଗ ଦେଇ କହିଛନ୍ତି ଯେ, ପାରାଦ୍ୱୀପ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ।  ପାରାଦ୍ୱୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ।  ପାରାଦ୍ୱୀପର ଉନ୍ନତି ହେବ, ରୋଜଗାର ବଢ଼ିବ।  ବିଜୁ ବାବୁଙ୍କୁ ଆପଣମାନେ ଭଲ…
Read More...

ବିଭିନ୍ନ ମତଦାନ କେନ୍ଦ୍ରରେ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ସୂଚନା ଦେଲେ ଜିଲ୍ଲା ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଖୋରଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଭାରତର ଶ୍ରେଷ୍ଠ ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମତଦାନ କରିବାର ଅଧିକାର ପ୍ରଦାନ କରିଛି । ଅନେକ ସଂଗ୍ରାମ ପରେ ଏ ଦେଶ ସ୍ୱାଧୀନତା ହାସଲ କରିଥିଲା ଓ ଅନେକ ବୀରବିପ୍ଳବୀମାନଙ୍କ ତ୍ୟାଗ…
Read More...

ନିମାପଡ଼ାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ନିମାପଡ଼ାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ସମୟରେ ଉପସ୍ତିତ ଜନ ସମା ବେସରେ ଯୋଗଦେଇ ସେ କହିଛନ୍ତି ଯେ ,ଏ ସରକାର ହେଉଛି ଆପଣମାନଙ୍କ ସରକାର, ଚାଷୀଭାଇମାନଙ୍କ ସରକାର, ଯୁବପିଢ଼ିର ସରକାର । ଓଡ଼ିଶାବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି…
Read More...

ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା ୨୨ ଓ ୨୩ ତାରିଖରେ କେନ୍ଦ୍ର ନେତୃବୃନ୍ଦଙ୍କ ବିଭିନ୍ନ ସ୍ଥାନ ଗସ୍ତ

ଭୁବନେଶ୍ବର:  ଆସନ୍ତା ୨୫ ତାରିଖ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ।ଆସନ୍ତା କାଲି ୨୨ତାରିଖ ଦିନ ଆସାମ…
Read More...

ବରଗଡରେ ନିର୍ବାଚନି ହିସାଂ , ଭୁଜାଲି ମାଡ଼ରେ ଯୁବକ ମୃତ

ବରଗଡ଼ / ସୁବାସ ଦୋରା : ଭୁଜାଲି ମାଡ଼ରେ ଯୁବକଙ୍କ ମୃତୁ ।  ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ ।ଏହା ନିର୍ବାଚନି ହିସାଂ କୁହା ଯାଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଭୁଜାଲି ମାଡ଼ରେ ଉକ୍ତ ଗ୍ରାମର ବିଶ୍ୱନାଥ ମିର୍ଦ୍ଧା ଙ୍କ…
Read More...

ନିର୍ବାଚନରେ ହିଂସା ଉପରେ ଆମେ ଶୂନ୍ୟ ସହନଶୀଳତା ଆପଣାଇଛୁ : ସିଇଓ

ଭୁବନେଶ୍ୱର: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଶୃଙ୍ଖଳିତ ଭାବେ ଜାରି ରହିଛି । ଭୋଟର ମାନଙ୍କ ମଧ୍ୟରେ ଉତ୍ସାହ ରହିଛି । ସକାଳ ୯ ସୁଦ୍ଧା ରାଜ୍ୟରେ ୭ ପ୍ରତିଶତ ଭୋଟିଂ ହୋଇଛି । ସୁନ୍ଦରଗଡ ଲୋକସଭା ଅନ୍ତର୍ଗତ ୨ ଟି ନିର୍ବାଚନ ମଣ୍ଡଳୀ ରାଉରକେଲା ଓ ରଘୁନାଥପାଲ୍ଲୀ ଭଲ ଭୋଟିଂ…
Read More...

ଓଡ଼ିଶାରେ ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ

ଭୁବନେଶ୍ୱର: ଆଜି ଦେଶର ପଞ୍ଚମ ଓ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହେଉଛି। ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ଭୋଟରମାନେ ମତଦାନ କରୁଛନ୍ତି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ।…
Read More...

ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ: ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ । ଭାରତୀୟ ନିର୍ବାଚନ କମିଶନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରେସମିଟ୍‌ରେ ତାରିଖ ଘୋଷଣା କରିଛନ୍ତି। ତେବେ ଓଡ଼ିଶାରେ  ୪ଟି ପର୍ଯ୍ୟାୟରେ  ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ…
Read More...

ପାକିସ୍ତାନରେ ନିର୍ବାଚନ ପରେ ଭୋଟ ଗଣତି ଜାରି

ପାକିସ୍ତାନରେ ଚାଲିଥିଲା ସାଧାରଣ ନିର୍ବାଚନ । ଏବେ ଜାରି ରହିଛି ଭୋଟ ଗଣତି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନଙ୍କ ଦଳ ଆଗୁଆ ରହିଛି ବୋଲି ସୂଚନା ରହିଛି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ –ଇ –ଇନସାଫ ବା ପିଟିଆଇ ୧୦ଟି ଆସନରେ ବିଜୟ ହୋଇଥିବା କୁହାଯାଉଛି । ସେହିପରି ପୂର୍ବତନ…
Read More...