Browsing Tag

Errors in math books

ଗଣିତ ବହିରେ ତ୍ରୁଟି, ତୁରନ୍ତ ସଂଶୋଧନ କରିବାକୁ ଅଭିଭାବକ ମାନଙ୍କ ଦାବି

ଭୁବନେଶ୍ୱର: ଗଣିତ ବହିରେ ଭୁଲ । ନବମ ଶ୍ରେଣି ଗଣିତ ବହିରେ ତ୍ରୁଟି ଦେଖିବାକୁ ମିଳିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଛପା ଯାଇଥିବା ନବମ ଶ୍ରେଣୀ ଗଣିତ ବହିରେ ସାମନ୍ୟ ତ୍ରୁଟି ରହିଛି । ବୀଜ ଗଣିତ ବହିର କଭର ପୃଷ୍ଠାରେ ମୁଦ୍ରଣ ଜନିତ ତ୍ରୁଟି ଦେଖିବାକୁ ମିଳିଛି ।କଭର ପୃଷ୍ଠାରେ ଥିବା…
Read More...