ଉଡାଣ ଭରୁ ଭରୁ ଜଳିଗଲା ବିମାନ
ନୂଆଦିଲ୍ଲୀ: ପୁଣି ଏକ ବଡ ବିମାନ ଦୁର୍ଘଟଣା । ଲଣ୍ଡନ ସାଉଥ୍ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା । ବିଚ୍କ୍ରାଫ୍ B200 ସୁପରକିଙ୍ଗ୍ ଏୟାର ବିମାନ ଦୁର୍ଘଟଣା । ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିମାନଟି । ତେବେ ମୃତାହତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଆସିପାରି ନାହିଁ ।
ସୂଚନା…
Read More...
Read More...