Browsing Tag

Gujarat

ଗୁଜୁରାଟ ମହିସାଗର ନଦୀ ଉପରେ ଥିବା ବ୍ରିଜ ଭାଙ୍ଗିଲା

ଗୁଜୁରାଟ-: ଗୁଜୁରାଟ ଭଦୋଦରାରେ ଦି ଫାଳ ହୋଇଗଲା ବ୍ରିଜ । ଆଖି ସାମନାରେ ମଡ଼ ମଡ଼ ହୋଇ ଭାଙ୍ଗିଗଲା ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ। ଭଦୋଦରା ଜିଲ୍ଲା ପାଦରା ତାଲୁକାର ମୁଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି । ଖବର ମୁତାବକ, ଏହି ବ୍ରିଜଟି ୪୩ ବର୍ଷ ପୁରୁଣା । ବ୍ରିଜଟି…
Read More...

ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କର ହେବ ଶେଷକୃତ୍ୟ

ନୂଆଦିଲ୍ଲୀ-: ଆଜି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କର ହେବ ଶେଷକୃତ୍ୟ । ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ପାର୍ଥିବ ଶରୀରକୁ ଚାଟାର୍ଡ଼ ବିମାନରେ ରାଜକୋଟ ନିଆଯିବ। ସେଠାରେ ଦିନ ୩ ଟାରେ ଶେଷକୃତ୍ୟ କରାଯିବ । ଡିଏନଏ ଟେଷ୍ଟ…
Read More...

ଗୁଜରାଟରେ ଗରିବ ପିଲାଙ୍କ ପାଇଁ ‘ମୋବାଇଲ ସ୍କୁଲ’ ସେବା

ସୁରତ: ଗୁଜରାଟର ସୁରତରେ ଆରମ୍ଭ ହୋଇଛି ‘ମୋବାଇଲ ସ୍କୁଲ’ ସେବା । ଗୁଜରାଟର ଏକ ସ୍ୱେଚ୍ଛାସେବୀ ସଂଗଠନ ଗରିବ ଏବଂ ବସ୍ତି ଅଞ୍ଚଳରେ ରହୁଥିବା ପିଲାମାନଙ୍କ ପାଇଁ ଏହି ସେବା ଆରମ୍ଭ କରିଛି । ଏଣିକି ସ୍କୁଲକୁ ଯିବାକୁ ପଡ଼ିବନି, ସ୍କୁଲ ଆପଣଙ୍କ ପାଖରେ ପହଞ୍ଚିବ। ପ୍ରାର୍ଥନା ଗାଇବେ, ଖେଳିବେ ଆଉ…
Read More...

ଏନସିଆରବି ରିପୋର୍ଟ; ଗୁଜୁରାଟରେ ୪୦ ହଜାର ମହିଳା ନିଖୋଜ

ଗାନ୍ଧିନଗର : ଏନସିଆରବିର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରେ ସର୍ବାଧିକ ୪୦ ହଜାର ମହିଳା ନିଖୋଜ ହେବା ଘଟଣା ଏହି ତଥ୍ୟରେ ପ୍ରକାଶ ପାଇଛି । ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋ ବା ଏନସିଆରବି ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୬ ରୁ ୨୦୨୦ ଗତ ୫…
Read More...

ଗୁଜୁରାଟର ନିର୍ବାଚନୀ ଇସ୍ତାହାର

ଗୁଜରାଟ:ଗୁଜରାଟ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ନିର୍ବାଚନ ଇସ୍ତାହାର ଘୋଷଣା ।ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣାପତ୍ର ଜାରି କରିଛନ୍ତି ।ଏହି ନିର୍ବାଚନ ଇସ୍ତହାରରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିବା ସହିତ ୧୦ ଲକ୍ଷ ଚାକିରି ପ୍ରତିଶୃତି ଦେଇଛି ଦଳ । ଏହା ସହ…
Read More...

ଗୁଜୁରାଟର ମୋର୍ବି ସହରର ମାଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଛିଣ୍ଡି ୧୪୧ ଜଣଙ୍କ ମୃତ୍ୟୁ ହୋଇଛି

ଗୁଜୁରାଟ: ଗତକାଲି ବିଳମ୍ବତ ରାତିରେ ଗୁରୁରାଟର ମୋର୍ବି ସହରରେ ଏକ ବଡ ଧରଣର ଅଘଟଣ ଘଟିଯାଇଛ ି । ମାଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଛିଣ୍ଡିଯାଇ ୯୧ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଏହି ମୃତ୍ୟ ସଂଖ୍ୟା ବୃଦ୍ଧି ପାି ୧୪୧ରେ ପହଞ୍ଚିଛି । ସୂଚନାମୁତାବକ, ଛଟ୍ ପୂଜା ନିମନ୍ତେ ବହୁ ଜନ ସମାଗମ ପୋଲ…
Read More...

ଆପର ଦିଲ୍ଲୀ ମଡେଲ କେବଳ ଲୋକ ଦେଖାଣିଆ: ଗୃହମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅହମ୍ମଦାବାଦ: ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ବର୍ଷା । ଗୁଜୁରାଟ ଗୌରବ ଯାତ୍ରାରେ ଆରମ୍ଭ ହୋଇଯାଇଛି ବିଜେପିର ରଣ ହୁଙ୍କାର । ଗତକାଲି ଜେପି ନଡ଼ା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ, ଆଜି ଯୋଗ ଦେଇଛନ୍ତି ଗୁହମନ୍ତ୍ରୀ ଅମିତ ଶାହା । ସେହିପରି ଏଥିରେ ଯୋଗ ଦେବା ପାଇଁ…
Read More...