Browsing Tag

Gujurat

ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ୬ଜଣ ବରିଷ୍ଠ ଅଧିକାରୀ ସସପେଣ୍ଡ

ଅହମ୍ମଦାବାଦ: ରାଜକୋଟ ଟିଆରପି ଗେମିଂ ଜୋନ ଦୁର୍ଘଟଣାରେ ଆକ୍ସନ ମୋଡରେ ଗୁଜରାଟ ସରକାର । ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଗ୍ନିକାଣ୍ଡ ଘଟଣାରେ ୬ଜଣ ବରିଷ୍ଠ ଅଧିକାରୀ ସସପେଣ୍ଡ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୮ଜଣ ପ୍ରାଣ ହରାଇଥିବା କୁହାଯାଉଛି । ସୂଚନା…
Read More...

ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଗୁଜୁରାଟ : ଗୁଜୁରାଟ କଚ୍ଛରେ ଭୂମିକମ୍ପ ଝଟକା । ସୋମବାର ରାତି ୩ଟା ସମୟରେ କଚ୍ଛର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୩.୨ ରହିଛି । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ଖବର ମିଳିଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ହିମାଚଳ…
Read More...

ପ୍ରବଳ ବର୍ଷା ହେତୁ ଗୁଜୁରାଟର ଅନେକ ସହର ଜଳମଗ୍ନ

ନୂଆଦିଲ୍ଲୀ : ପ୍ରବଳ ବର୍ଷା ହେତୁ ଗୁଜୁରାଟ ଜଳମଗ୍ନ । ଜଳରେ ଭାସୁଛି ରାଜ୍ୟର ଅନେକ ସହର । ଅନେକ ସ୍ଥାନରେ କାର ମଧ୍ୟ ବୁଡ଼ି ଯାଇଛି। ବର୍ଷା ଯୋଗୁଁ ରାଜକୋଟ, ସୁରତ ଏବଂ ଗିର ସୋମନାଥ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। କିଛି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକରେ ୩୦୦ ମିଲିମିଟର ବର୍ଷା…
Read More...

ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ‘ବିପର୍ଯ୍ୟୟ’, ଗୁଜୁରାଟର ୮ ରାଜ୍ୟରେ ହାଇ ଆଲର୍ଟ

ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ବିପର୍ଯ୍ୟୟ । ହାଇ ଆଲର୍ଟରେ ଗୁଜୁରାଟର ୮ ରାଜ୍ୟ । ସାଇକ୍ଲୋନ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗୁଜୁରାଟରେ ୧୭ଟି ଏନଡିଆରଏଫ ଟିମ ମୁତୟନ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।ଆସନ୍ତାକାଲି ଗୁଜୁରାଟର ସୌରାଷ୍ଟ ଓ କଚ୍ଛ…
Read More...

ନିଜ ମୁଣ୍ଡ କାଟି ଅଗ୍ନିକୁଣ୍ଡରେ ଆତ୍ମବଳି ଦେଲେ ଦମ୍ପତି

ରାଜକୋଟ : ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଯାଇଛି ଅନେକ ଜୀବନ । ଆଜିକା ଦିନରେ ବି ଏଭଳି ସଭ୍ୟ ସମାଜରେ କିଛି ଏମିତି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ଅନ୍ଧ ବିଶ୍ୱାସକୁ ବିଶ୍ୱାର ଆକ୍ଷା ଦେଇ ମାନିଆସୁଛନ୍ତି । କିନ୍ତୁ ପରେ ଅନ୍ଧବିଶ୍ୱସର କୁପରିଣାମରୁ ବର୍ତ୍ତି ପାରି ନାହାନ୍ତି । କେବେ ଅନ୍ଧ…
Read More...

ପୁଣି ଅନୁଭୂତ ହେଲା ଭୂକମ୍ପ

ଗୁଜରାଟ : ପୁଣି ଅନୁଭୂତ ହେଲା ଭୂକମ୍ପ ଝଟକା । ଗୁଜରାଟର କଚ୍ଛରେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି । ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ପ୍ରଶାସନ ପକ୍ଷରୁ ଜଣାପଡିଛି । ଗାନ୍ଧୀନଗର ସ୍ଥିତ ଆଇଏସଆର ନିଜ ୱେବସାଇଟ୍ରେ ଜଣାଇଛନ୍ତି । ଜିଲ୍ଲାର ଦୁଧାଇ ଗାଁ ଠାରୁ…
Read More...

ମୃତ୍ୟୁର ୬ ମାସ ପରେ ବିବାହ କଲେ ପ୍ରେମୀ ଯୁଗଳ

ଗୁଜୁରାଟ : ଗୁଜୁରାଟରେ ପ୍ରେମର ଏକ ଅଦ୍ଭୁତ କାହାଣୀ ସାମ୍ନାକୁ ଆସିଛି | ଯେଉଁଠି ପ୍ରେମର ଦୁଇ ପକ୍ଷୀଙ୍କୁ ଅଲଗା କରିଦେବାକୁ ବାଧ୍ୟ କରିଥିଲେ ପରିବାର ଲୋକେ | ଶେଷରେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ | ଘଟଣାଟି କିଛି ଏପରି ଥିଲା | ଗୁଜରାଟର ଟପିରେ ଉଭୟ ପ୍ରେମୀଯୁଗଳ…
Read More...

ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ

ନୂଆଦିଲ୍ଲୀ : ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦିଙ୍କ ଦେହାନ୍ତ ହୋଇଛି । ଶହେ ବର୍ଷ ବୟସରେ ଅହମ୍ମଦାବାଦସ୍ଥିତ ୟୁଏନ ମେହେଟ୍ଟା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବିଳମ୍ବିତ ରାତି ୩ଟା ୩୦ରେ ଦେହାନ୍ତ…
Read More...

୧୮ଶ ମୁଖ୍ୟମନ୍ତ୍ରୀ ଭାବେ ସପଥ ନେଲେ ଭୂପେନ୍ଦ୍ର ପଟେଲ

ଗାନ୍ଧୀନଗର: ଗୁଜରାଟର ୧୮ଶ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍ ଆଜି ଅପରାହ୍ଣରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତ । ଏହା ହେଉଛି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ଦ୍ବିତୀୟ ଥର । ଚଳିତ ବର୍ଷ…
Read More...

ଭୂପେନ୍ଦ୍ର ପଟେଲ ହେଲେ ବିଧାୟକ ଦଳର ନେତା : ପୁଣିଥରେ ମୁଖ୍ୟମନ୍ତ୍ରୀ

ଗୁଜରାଟ : ଗୁଜରାଟରେ ରେକର୍ଡ ବିଜୟ ହାସଲ କରିବା ପରେ ସରକାର ଗଠନ କରିବାକୁ ପକ୍ରିୟା ଆରମ୍ବ କରିଛି ବିଜେପି । ପୁଣିଥରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ ଭୂପେନ୍ଦ୍ର ପଟେଲ,ନବ ନିର୍ବାଚିତ ଦଳର ୧୫୬ ବିଧାୟକ ସର୍ବ ସମ୍ମତିକ୍ରମେ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛନ୍ତି ।…
Read More...