ହରିଶୟନ ଏକାଦଶୀ: ୪ମାସ ଯାଏଁ ଶୋଇବେ ମହାପ୍ରଭୁ
ଭୁବନେଶ୍ଵର: ଆଜି ହରିଶୟନ ଏକାଦଶୀ । ମହାପ୍ରଭୁଙ୍କ ପାଖରେ ଲାଗି ହେବ ଚୁଡାଘଷା । ପରମ୍ପରା ଅନୁଯାୟୀ, ଆଜି ଠାରୁ ମହାପ୍ରଭୁ ୪ ମାସ ପର୍ଯ୍ୟନ୍ତ ଶୋଇ ରହିବେ। ଭାଦ୍ରବ ମାସରେ କଡ଼ ଲେଉଟେଇବେ। କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ଦିନ ମହାପ୍ରଭୁ ନିଦରୁ ଉଠିବେ। ହରି ହେଉଛନ୍ତି ବିଷ୍ଣୁ।…
Read More...
Read More...