Browsing Tag

Hatadihi

ପୁଷ୍ପା ଷ୍ଟାଇଲରେ ଖସିଲା ବୋଲେରୋ କେନାଲକୁ

ପୁଷ୍ପା ଷ୍ଟାଇଲରେ ସୁଟିଂ ସେଟରେ ଯେମିତି ଅଲୁ ଅର୍ଜୁନ ଦେଖାଇ ଥିଲେ । ଏଠି ସେମିତି ଷ୍ଟଣ୍ଡ ଦେଖାଇଛନ୍ତି ଜଣେ ଉନ୍ମୁକ୍ତ ଯୁବକ. ଲୋକଙ୍କ କହିବା ଅନୁଯାୟୀ ତେନ୍ତୁଲିପଦି ଗାଁ ର ଜଣେ ଯୁବକ ବେପରୁଆ ଗାଡ଼ି ଚାଳନା କରି ଗୋଟିଏ ଏଲେକ୍ଟ୍ରୀ ଖୁଣ୍ଟ ଭାଙ୍ଗି ସିଧା କେନାଲ ଭିତରେ। ହେଲେ ଏପରି…
Read More...

ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାଇଁ ହାଟଡିହି ବ୍ଲକ ପକ୍ଷରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା

ହାଟଡିହୀ:  ଆନନ୍ଦପୁରର ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ଉଦେଶ୍ୟରେ  ଗତକାଲି ସନ୍ଧ୍ୟାରେ ହାରଡିହୀ ବ୍ଲକ୍ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ବିନୀତା ବିଜୟିନୀ, ବ୍ଲକ୍ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ରତିକାନ୍ତ ରାଉତ, ସରପଞ୍ଚ ସଂଘ ସଭାପତି ଚିନ୍ମୟ ନାୟକ,…
Read More...

ପଡିଆରେ ପଡିଛି ନବଜାତ ଶିଶୁର ମୃତଦେହ, ଝୁଣି ଖାଇଲା କୁକୁର

ହାଟଡିହି/ବିଭୁତି ଭୂଷଣ ଜେନା: ପଡିଆରେ ପଡିଛି ନବଜାତ ଶିଶୁର ମୃତଦେହ । କେନ୍ଦୁଝର ଜିଲ୍ଲା ନନ୍ଦିପଡା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଡରମ୍ପାସ-ବିରିଡି ରାସ୍ତାର ଚାରିମାଣିଆ ଛକ ନିକଟ ରାସ୍ତା କଡରେ ପଡିଛି ନବଜାତ ଶିଶୁର…
Read More...

ଭାଲୁ ଆକ୍ରମଣର ଶୀକାର ହେଲେ ବୃଦ୍ଧ

ଉଦଳା/ ଦୀପକ ମିଶ୍ର :ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ଭାଲୁର ଶିକାର ଜଣେ ବୃଦ୍ଧ ବ୍ୟକ୍ତି । ଛତୁ ତୋଳୁଥିବା ସମୟରେ ଏକା ସଙ୍ଗେ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ରକ୍ତାନ୍ତ ହୋଇଯାଇଥିଲେ ଏହି ବୃଦ୍ଧ ବ୍ୟକ୍ତି । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଉଦଳା ରେଞ୍ଜ ଗୋଠପୁରା…
Read More...

ବାଲିମାଫିଆଙ୍କ ଗୁଣ୍ଡାରାଜ

ହାଟଡିହି /ବିଭୂତିଭୂଷଣ ଜେନା: ବାଲି ମାଫିଆଙ୍କ ଦାଦାଗିରିକୁ ନେଇ ତେଜିଲେ ଜନସାଧାରଣ । ବହୁବର୍ଷ ଧରି ଗୁଣ୍ଡାରାଜ ଉପାୟରେ କରୁଥିଲେ ବାଲି ବ୍ୟବସାୟ । ସ୍ଥାନୀୟ ବାସିନ୍ଦାକୁ ଡରେଇ ଧମକେଇ ଅଶ୍ଲୀଳ ବ୍ୟବହାର କରି ଏଭଳି ଭାଣ୍ଡାମି ଚଲାଇଥିଲେ ବାଲି ମାଫିଆ । ଏହା ଅତ୍ୟଧିକ ହେବାରୁ ବାଲି ଖଦନକୁ…
Read More...

ପଞ୍ଚାୟତ ସମିତି ବୈଠକ,ଭତ୍ତା ବିଭାଗକୁ ନେଇ ଅଧାରୁ ସରିଲା ସଭା

ହାଟଡିହି (ବିଭୁତି ଭୂଷଣ ଜେନା ) :ହାଟଡ଼ିହି ପଞ୍ଚାୟତ ସମିତି ର ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ମା' ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ କଳିଗାଁର ପୂର୍ବତନ ସରପଂଚ ବାବାଜୀ ଚଇନି ପଞ୍ଚୁଗୋଛିଆ ର ପୂର୍ବତନ ସରପଂଚ ଶଙ୍କର୍ଷଣ ପାତ୍ରଙ୍କ ବିୟୋଗରେ…
Read More...

ମନରେଗା ଯୋଜନାରେ ମହରମ ଚୋରି

ହାଟଡିହି : ହାଟଡିହି ବ୍ଲକର ବଳିବରେଇ ପଞ୍ଚାୟତରେ ମହାତ୍ମା ଗାନ୍ଧି କର୍ମ ନିଯୁକ୍ତି ଯୋଜନାରେ ମହରମ ଚୋରି ହେଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବାଲିବରେଇ ପଞ୍ଚାୟତରେ ବିଭିନ୍ନ ସମୟରେ ପ୍ରକଳ୍ପ ନକରି ବିଲ୍ ହାତେଇବାରେ ପାରଙ୍ଗମ୍। ତାହା କିଛି ଦିନ ପୂର୍ବେ ମହରମରେ ଭର୍ତ୍ତି…
Read More...