ଡ୍ରୋନ ବ୍ୟବହରା କରି ସ୍ୱାସ୍ଥ୍ୟସେବା ଯୋଗାଇବ ଭୁବନେଶ୍ୱର ଏମ୍ସ
ଭୁବନେଶ୍ୱର: ଏମସରେ ଡ୍ରୋନ ସେବା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ ବ୍ୟବହାର କରିବ ଏମ୍ସ । ଭୁବନେଶ୍ୱରଏମ୍ସ ଏହାର ପରୀକ୍ଷାମୂଳକ ସେବା ଆରମ୍ଭ କରିଛି । ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ଡ୍ରୋନ୍ । ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ…
Read More...
Read More...