ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ ସହ ରାଜଧାନୀ ଭୁବନେଶ୍ୱର । ଅସହ୍ୟ ତାତିରେ ଛଟପଟ ହେଉଛି ଜନ ଜୀବନ । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝର ୩୯.୨, ବାଲେଶ୍ୱର ୩୮, ଝାରସୁଗୁଡା ୩୮, ରାଉରକେଲା ୩୭.୮, ଚାନ୍ଦବାଲି…
Read More...
Read More...