Browsing Tag

Hirakud dam

ହୀରାକୁଦ ଡ୍ୟାମରେ ମୋଟ ୧୦ଟି ଗେଟ୍ ଦେଇ କରାଯାଉଛି ଜଳ ନିଷ୍କାସନ

ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍ । ଏବେ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତେବେ ବାମ ପାଶ୍ୱର୍ରେ ୬ଟି ଓ ଡାହଣ ପାଶ୍ୱର୍ରେ ୪ଟି ଗେଟ କୋଲାଯାଇଥିବା କୁହାଯାଉଛି । ତେବେ ଉପର ମୁଣ୍ତରେ ଵର୍ଷା ଯୋଗୁ ଜଳପ୍ରବେଶ ବଢୁଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୭୧…
Read More...

ହିରାକୁଦ ଡ୍ୟାମର ଖୋଲିଲା ୨ଟି ଗେଟ

ସମ୍ବଲପୁର: ହୀରାକୁଦର ଖୋଲିଲା ୨ଟି ଗେଟ୍ । ହୀରାକୁଦ ଡ୍ୟାମର ୨ଟି ଗେଟ ଖୋଲାଯାଇଛି । ଡ୍ୟାମର ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ରେ କୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଦୃଷ୍ଟିରୁ ନିଆଯାଇଛି ଏପରି ନିଷ୍ପତ୍ତି । ହୀରାକୁଦରେ ଜଳସ୍ତର ବୃଦ୍ଧି…
Read More...

ଜଳସ୍ତର ବୃଦ୍ଧି ପାଉଥିବାରୁ ଖୋଲିବ ହୀରାକୁଦର ୨ଟି ଗେଟ୍

ଭୁବନେଶ୍ୱର: ଖୋଲିବ ହୀରାକୁଦର ୨ଟି ଗେଟ୍ । ଆଜି ଅପରାହ୍ନ ୪ଟାରେ ହୀରାକୁଦର ୨ଟି ଗେଟ୍ ଖୋଲିବ ବୋଲି କୁହାଯାଉଛି । ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା ସମ୍ଭାବନା ଥିବାରୁ ନିଆଯାଇଛି ଏପରି ନିଷ୍ପତ୍ତି । ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ୍ ଖୋଲିବାକୁ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର…
Read More...

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାର ସମସ୍ତ ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ବନ୍ଦ ହେଲା ସମସ୍ତ ଗେଟ । ମୋଟ ୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଅପରାହ୍ନ ସାଢେ ଗୋଟାଏ ସୁଦ୍ଧା ଏହି ଦୁଇଟି ଗେଟ କୁ ମଧ୍ୟ ବନ୍ଦ କରାଯାଇଛି । ଦିନ ୧୨ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ପ୍ରତି…
Read More...

ହିରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୬ଟି ଗେଟ

ସମ୍ବଲପୁର: ହିରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୬ଟି ଗେଟ । ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇବାରୁ ଆଜି ଆଉ ୬ଟି ଗେଟ ବନ୍ଦ କରାଯାଇଛି । ବ ର୍ତ୍ତମାନ ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ହୀରାକୁଦ ଜଳଭଣ୍ଡାରୁ୧,୫୭,୧୩୨ କ୍ୟୁସେକ ଜଳ ନିଷ୍କାସନ ହେଉଛି । ସେହିପରି ହିରାକୁଦ…
Read More...

ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦ ଖୋଲିଲା ଆଉ ୪ଟି ଗେଟ

ସମ୍ବଲପୁର: ହୀରାକୁଦ ଖୋଲିଲା ଆଉ ୪ଟି ଗେଟ । ଉପରମୁଣ୍ଡରେ ଜଳସ୍ତର ବଢିବାରୁ ଆଉ ୪ଟି ଗେଟ ଖୋଲାଯାଇଛି । ଗତକାଲି ୩ଟି ଗେଟ ଖୋଲାଯାଇଥିବା ବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲା ଯାଇଛି । ଏହାକୁ ମିଶାଇ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ…
Read More...

ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍ : ମୋଟ ୩୧ଟି ଗେଟ୍ ଦେଇ ହେବ ଜଳ ନିଷ୍କାସନ, ଆହୁରି ଖୋଲିବ ୯ଟି ଗେଟ୍‌

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର । ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏହାକୁ ମିଶାଇ ମୋଟ୍ ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ରାତି ୯ଟା ସୁଦ୍ଧା…
Read More...

ହୀରାକୁଦରେ ସରିଲା ପକ୍ଷୀଗଣନା

ସମ୍ବଲପୁର: ଶେଷ ହେଲା ହୀରାକୁଦ ଜଳଭଣ୍ଡାରର ପକ୍ଷୀ ଗଣନା କାର୍ଯ୍ୟକ୍ରମ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଥିବା ରିପୋର୍ଟରୁ ଜଣାଯାଇଛି । ଚଳିତ ବର୍ଷ ମୋଟ ୧୦୪ ପ୍ରଜାତିର ପକ୍ଷୀଙ୍କ ସମାଗମର କେନ୍ଦ୍ରସ୍ଥଳୀ ପାଲଟିଥିଲା ହୀରାକୁଦ ଜଳଭଣ୍ଡାର । ହୀରାକୁଦ ବନ୍ୟପ୍ରାଣୀ…
Read More...

ହୀରାକୁଦରେ ପାରାସେଲିଂର ମଜା ଉଠାଇବେ ପର୍ଯ୍ୟଟକ

(ହୀରାକୁଦ) : ଓଡିଶାବାସୀ ଜାଣି ଖୁସି ହେବେ ଏବେ ପାରାସେଲିଂର ମଜା ନେବା ପାଇଁ ଗୋଆ କିମ୍ବା ଥାଇଲାଣ୍ଡ ଯିବାକୁ ପଡିବ ନାହିଁ । ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ ଏବେ ଓଡ଼ିଶାରେ । ହୀରାକୁଦ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ମଜା ଉଠାଇବା ସହ ହୀରାକୁଦ ଜଳଭଣ୍ଡାର ପରିସରରେ ଆରମ୍ଭ…
Read More...

ହୀରାକୁଦର ଖୋଲିଲା ଆଉ ୬ ଗେଟ

ସମ୍ବଲପୁର: ଲଘୁଚାପ ପ୍ରଭାବରେ ଲଗାତାର ତିନି ଦିନର ବର୍ଷା ସାରା ରାଜ୍ୟକୁ ବେହାଲ କରିଛି । ପାଣି ଘେରରେ ଉବୁଟୁବୁ ହେଉଛି ବିଭିନ୍ନ ଜିଲ୍ଲା । ତେବେ କିଛି ସ୍ଥାନରେ ବର୍ଷା କମିଥିବା ବେଳେ ଉପର ମୁଣ୍ଡରେ ଏବେ ବର୍ଷା ଲଗି ରହିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାର ଆଉ ୬ଟି ଗେଟ…
Read More...