ଓଡ଼ିଶାରେ ଚି଼ହ୍ନଟ ହୋଇନାହିଁ HMPV ଭାଇରସ: ନୀଳକଣ୍ଠ ମିଶ୍ର
ଭୁବନେଶ୍ୱର: HMPV ଭାଇରସ ଓଡ଼ିଶାରେ ଚି଼ହ୍ନଟ ହୋଇନାହିଁ | କେନ୍ଦ୍ର ର ଗାଇଡ଼ଲାଇନ କୁ ଅପେକ୍ଷା କରିଛୁ | ଆମେ ପ୍ରସ୍ତୁତ ଅଛୁ | କିଛି ଡରିବାର ନାହିଁ | କେନ୍ଦ୍ର ରୁ ପ୍ରେସ ରିଲିଜ ଆସିଛି | 2 ଟି କେଶ କର୍ଣ୍ଣାଟକ ରେ ହୋଇଛି | ଦୁଇଟି ଛୁଆ ଙ୍କ ଦେହରେ ଚିନ୍ହଟ ହୋଇଛି | ଥଣ୍ଡା କାଶ ଲକ୍ଷଣ…
Read More...
Read More...