ଜେଲରେ ଲାଞ୍ଚୁଆ ଆଇଏଏସ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି
ଭୁବନେଶ୍ୱର-:୨୦୨୧ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀ ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଆଇଏଏସ ବାବୁଙ୍କ ନୂଆ ଠିକଣା ପଲଟିଛି ଭବାନୀପାଟଣା ଜେଲ । ଏହି ଜେଲରେ ରାତି କାଟିଛନ୍ତି ଆଇଏଏସ ଅଧିକାରୀ ଧୀମାନ ଚକମା । ତେବେ ଜେଲରେ ଲାଞ୍ଚୁଆ…
Read More...
Read More...