Browsing Tag

indian navy

ଭାରତୀୟ ନୌସେନାରେ ସାମିଲ ହେବ INS ଅରିଦମନ

ଭାରତ ତାର ସାମୁଦ୍ରିକ ଶକ୍ତି ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ କରୁଛି। ଏହି ପରିପ୍ରେକ୍ଷୀରେ, ଆଜି ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ INS ଅରିଦମନକୁ ଭାରତୀୟ ନୌସେନାରେ ସାମିଲ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ନୌସେନାରେ INS ଅରିଦମନକୁ ସାମିଲ କରିବେ ।…
Read More...

ଭାରତୀୟ ନୌସେନାର ଶକ୍ତି ବଢାଉଛି ରୋମିଓ ହେଲିକପ୍ଟର

ଭାରତୀୟ ନୌସେନା ଏହାର ଦ୍ୱିତୀୟ MH-60R ହେଲିକପ୍ଟର ସ୍କ୍ୱାର୍ଡନ୍, INAS 335 'Osprey'କୁ ଡିସେମ୍ବର 17ରେ ଗୋଆର INS ହଂସାଠାରେ ନିୟୋଜିତ କରିଥିଲା। ଯାହା ଏହାର ସାମୁଦ୍ରିକ ନିରୀକ୍ଷଣ ଏବଂ ବୁଡମାର୍ଇନ୍ ବିରୋଧୀ ଯୁଦ୍ଧ କ୍ଷମତାର ଏକ ପ୍ରମୁଖ ବିସ୍ତାରକୁ ଚିହ୍ନିତ କରିଥିଲା। ଗୋଆର ନେଭାଲ୍…
Read More...

ମଲ୍ଟି ଗାଇଡେଡ ମିସାଇଲ ଫ୍ରିଗେଟ ‘ତମାଳ’ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି

ନୂଆଦିଲ୍ଲୀ-: ପହଲଗାମ ଆକ୍ରମଣ ପରେ ପାକିସ୍ତାନର ସବୁବେଳେ ଭୟରେ ରହିଛି ଯେ ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ । ତେଣୁ ପାକିସ୍ତାନ ତାର ସାମରିକ ଶକ୍ତିକୁ ବଢାଇବାକୁ ଚେଷ୍ଟା କରିବା ସହିତ ନୌସେନା କୁ ମଧ୍ୟ ସୁଦୃଢ କରିବାରେ ଲାଗିଛି । ଆଉ ନୌସେନା ଶକ୍ତି ସାହାଯ୍ୟରେ ଭାରତ ବିରୁଦ୍ଧରେ…
Read More...

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା

ନୂଆଦିଲ୍ଲୀ: ଆଜି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ଏହି ପରୀକ୍ଷଣ ଏକ ଯୁଦ୍ଧ ଜାହାଜରୁ କରାଯାଇଥିବା କୁହାଯାଉଛି । ତେବେ ବର୍ତ୍ତମାନ କ୍ଷେପଣାସ୍ତ୍ରର ସମସ୍ତ ପରିକ୍ଷଣ ସଫଳ ଭାବେ ସମାପ୍ତ ହୋଇଥିବା ଭାରତୀୟ ବାୟୁସେନା ସୁଚନା ଦେଇଛି । ବିଶ୍ୱର ପରିସ୍ଥିତି…
Read More...

ଭାରତୀୟ ନୌସେନାରେ ସାମିଲ ହେଲା ‘ବିନ୍ଧ୍ୟଗିରି’

ଆଜି ଲଞ୍ଚ କରିଛି ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’ । ଏହି ନୌସେନା ଯୁଦ୍ଧପୋତକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୁମକୁମ ଲଗାଇବା ସହ ନଡିଆ ଭାଙ୍ଗି ଫୁଲମାଳ ପିନ୍ଧାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଯୁଦ୍ଧ ପୋତର ନାମକରଣ ମଧ୍ୟ କରିଛନ୍ତି । ଏହି ଯୁଦ୍ଧପୋତ ନିର୍ମାଣକାରୀଙ୍କୁ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଗସ୍ତ: ନୌସେନାରେ ସାମିଲ ହୋଇପାରେ ୨୬ଟି ରାଫେଲ

ରିପୋଟର୍ସ ଟୁଡେ ବ୍ୟୁରୋ:   ଚୀନ୍ ଏବଂ ପାକିସ୍ତାନ ସାମ୍ନାରେ ଭାରତ କ୍ରମାଗତ ଭାବେ ନିଜକୁ ମଜବୁତ କରିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଭାରତର ସାମରିକ ଶକ୍ତି ବହୁତ ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୌସେନା ଜାହାଜର ଶକ୍ତି ମଧ୍ୟ ବହୁଗୁଣିତ ହେବାକୁ ଯାଉଛି। ଆଇଏନଏସ ବିକ୍ରାନ୍ତ…
Read More...