Browsing Tag

IPL 2024

ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସର ଦ୍ୱିତୀୟ ବିଜୟ , ୭ ୱିକେଟରେ ପରାସ୍ତ ହେଲା ବାଙ୍ଗାଲୋର

ମୁମ୍ବାଇ:  ଆଇପିଏଲରେ ମୁମ୍ବାଇ ଇଂଡିଆନ୍ସର ଦ୍ୱିତୀୟ ବିଜୟ। ରୟାଲ ଚାଲେଞ୍ଜର ବାଙ୍ଗାଲୋରକୁ ୭ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆରମ୍ଭରୁ ହାଟ୍ରିକ୍ ପରାଜୟ ପରେ ଏବେ ନିଜ ୱାଙ୍ଖଡେରେ ଦୁଇଟି ମ୍ୟାଚ୍ ଜିତି ଲୟକୁ ଫେରିଛି ଟିମ୍ । ଆଉ ୫ ଥର ଆଇପିଏଲ୍ ବିଜେତା ମୁମ୍ବାଇ…
Read More...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭ୍ୟାସ ସେଶନର ଏକ ମଜାଦାର ଭିଡିଓ

ନୂଆଦିଲ୍ଲୀ: ପାଳିତ ହେଉଛି ଆଇପିଏଲ ପର୍ବ । ଧୁମଧାମରେ ଆଗେଇ ଚାଲିଛି ଆଇପିଏଲ ୨୦୨୪ ର ୧୭ ତମ ସସ୍କରଣ । ଏହାରି ଭିତରେ ୨୩ତମ ମ୍ୟାଚ ଶେଷ ହୋଇ ସାରିଛି । ଆଉ ୨୩ ତମ ମ୍ୟାଚରେ ପଞ୍ଜାବକୁ ପରାସ୍ତ କରି ଦମଦାର ବିଜୟ ହାସଲ କରିଛି ହାଇଦ୍ରାବାଦ । ଅଉ ଆଜି ୨୪ ତମ ମ୍ୟାଚରେ ମୁହାଁ ମୁହିଁ ହେବେ…
Read More...

ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ 

ଗୁଜରାଟକୁ ହରାଇଲା ଚେନ୍ନାଇ | ଆଇପିଏଲ ୨୦୨୪ ସଂସ୍କରଣର ସପ୍ତମ ମ୍ୟାଚରେ ଗୁଜରାଟ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ସହଜ ବିଜୟ । ଦମଦାର ବ୍ୟାଟିଂ ଓ ବୋଲିଂ ବଳରେ ଅତିଥି ଟିମ୍ ଗୁଜରାଟ ଟାଇଟନ୍ସକୁ ୬୩ ରନରେ ପରାସ୍ତ କରିଛି ସିଏସକେ । ୨୦୭ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା…
Read More...

ଗୁଜୁରାଟ ପାଇଁ ଶାମିଙ୍କ ସ୍ଥାନରେ ଖେଳିବେ ସନ୍ଦୀପ ୱାରିୟର

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ବଡ ଝଟକା ଲାଗିଛି । ଷ୍ଟାର ଖେଳାଳି ମହମ୍ମଦ ଶାମି ଆହତ ହେବା ପରେ ତାଙ୍କ ରିପ୍ଲେସମେଣ୍ଟ ଘୋଷଣା କରିଛି ଗୁଜରାଟ । ଶାମିଙ୍କ ସ୍ଥାନରେ ସନ୍ଦୀପ ୱାରିୟର ଗୁଜରାଟ ପାଇଁ ଖେଳିବେ ।…
Read More...

୨୦୨୪ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଦାଇତ୍ୱ ନେବେ ପ୍ୟାଟ କମିନ୍ସ

 ଘୋଷଣା ହୋଇଛି ୨୦୨୪ ଆଇପିଏଲରେ ହାଇଦ୍ରାବାଦ ଦଳ । ଏଥର ସନରାଇଜର୍ସହାଇଦ୍ରାବାଦର ନୂଆ ଅଧିନାୟକ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ପ୍ୟାଟ କମିନ୍ସ। ୨୦୨୪ ଆଇପିଏଲରେ ହାଇଦ୍ରାବାଦ ତାଙ୍କ ନେତ୍ୱରେ ଲଢ଼େଇ କରିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଓ ୨୦୨୩ ଦିନିକିଆ ବିଶ୍ୱକପ ଅଷ୍ଟ୍ରେଲିଆ…
Read More...

ଆଇପିଏଲ ୨୦୨୪ ପୂର୍ବରୁ ଆହତ ହୋଇଛନ୍ତି ଶିବମ ଦୁବେ

ଆଇପିଏଲ ୨୦୨୪ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କାରଣ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ଆଇପିଏଲ ଖେଳାଜିବ ବୋଲି ଘୋଷଣା କରିଛନ୍ତି ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଅରୁଣ ଧୁମାଲ । କିନ୍ତୁ ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ଟମକୁ ଲାଗିଛି ବଡ ଝଟକା । ଟିମର ଷ୍ଟାର ଖେଳାଳୀ ଶିବମ…
Read More...