Browsing Tag

#isrochief #vnarayanan

ବଦଳିଲେ ଇସ୍ରୋ ମୁଖ୍ୟ, ଡକ୍ଟର ଭି ନାରାୟଣ ନୂଆ ଅଧ୍ୟକ୍ଷ

ନୂଆବର୍ଷ ଆରମ୍ଭରୁ ଇସ୍ରୋକୁ ମିଳିଲା ନୂଆ ମୁଖିଆ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଡ ଭି ନାରାୟଣନଙ୍କୁ ନିଯୁକ୍ତି ଦିଆଯାଇଛି।କେନ୍ଦ୍ର ସରକାର ଡକ୍ଟର ଭି ନାରାୟଣନଙ୍କୁ ଇସ୍ରୋର ନୂତନ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭାବେ ନିଯୁକ୍ତ କରିଛନ୍ତି।…
Read More...