ବଲାଙ୍ଗୀରରେ ଶୁଭାରମ୍ଭ ହେଲା ଜଗନ୍ନାଥ ଏକ୍ସପ୍ରେସ ବସ ସେବା
ବଲାଙ୍ଗିର /ରାଧାକୃଷ୍ଣ ମିଶ୍ର : ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ ହେଲା ଜୟ ଜଗନ୍ନାଥ ଏକ୍ସପ୍ରେସ ବସ ସେବା । ଗତକାଲି ସନ୍ଧ୍ୟା ରେ ସ୍ଥାନୀୟ ନୂତନ ବସ ଟର୍ମିନାଲ ଠାରେ ଏହି ସେବା ଆରମ୍ଭ ହେଇଛି । ସବୁଜ ପତାକା ଦେଖାଇ ଏହି ସେବାର ଆରମ୍ଭ କରା ଯାଇଥିଲା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…
Read More...
Read More...