ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର
ଜଳେଶ୍ୱର: ଲଗାଣ ବର୍ଷାରେ ବେହାଲ ରାଜ୍ୟବାସୀ । ଏଭଳି ସ୍ଥଳେ ଫୁଲୁଛି ଜଳକା ନଦୀ। ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଟପିଛି। ମଥାନୀ ଠାରେ ଜଳକାର ବିପଦ ସଂକେତ ୫.୫ ମିଟର ଥିବାବେଳେ ଜଳକା ଏବେ ୬.୨୮ ମିଟର ଉଚ୍ଚରେ…
Read More...
Read More...