Browsing Tag

jammu kashmir

ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି 

(ଜାମ୍ମୁ କାଶ୍ମୀର) : ଜାନୁଆରୀ ୨୨ ରେ ଅଯୋଧ୍ୟା ସହରରେ ରାମ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ରାମଲଲା ପ୍ରଣ ପ୍ରତୀଷ୍ଟା ସମାରୋହକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନେ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି । ଜାମ୍ମୁରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ସତର୍କ ସୂଚନା ଜାରି…
Read More...

କାଶ୍ମୀରରେ ଆତଙ୍କବାଦୀ ସହ ସେନାର ଲଢେଇ: ମେଜର ଓ କର୍ଣ୍ଣେଲ ସହିଦ

ଜମ୍ମୁ କାଶ୍ମୀରର ରାଜୌରା ଜିଲ୍ଲ ଅନନ୍ତନାଗ ଠାରେ ଯବାନ ଏବଂ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଛି । ବୁଧବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କ ବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ କର୍ଣ୍ଣେଲ ମନପ୍ରୀତ ସିଂ ସହିଦ ହୋଇଛନ୍ତି । ମେଜର ମଧ୍ୟ ସହିଦ…
Read More...

ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ

ଜାମ୍ମୁ: ଜାମ୍ମୁ କାଶ୍ମୀର କାଠୁଆ ଜିଲ୍ଲାରେ ଆଜି ଭୂସ୍କଳନ ହୋଇଛି । ଭୂସ୍କଳନ ପାଇଁ ୮ଜରଙ୍କ ମୃତ୍ୟୁ ହୋଇଛି । ସେହିଭଳି ମହାରଷ୍ଟ୍ରରେ ମଧ୍ୟ ବର୍ଷା ଜାରିରହିଛି । ସେଥିପାଇଁ ମହାବଳେଶ୍ୱର ଘାଟିରେ ପାହାଡ ଧସୁଥିବାର ଦେଥିବାକୁ ମିଳୁଛି । ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା…
Read More...

କାଶ୍ମୀରରେ ପେଟ୍ରୋଲ ଅଭାବ; ପ୍ରବଳ ବର୍ଷା ପାଇଁ ଜାତୀୟ ରାଜପଥ ପ୍ରଭାବିତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ କାଶ୍ମୀରର ଲୋକଙ୍କ ଜୀବନ ବିଶୃଙ୍ଖଳିତ ହୋଇଛି। ହଠାତ୍ ବନ୍ୟା ଯୋଗୁଁ ଜାତୀୟ ରାଜପଥ ଜାମ୍ ହୋଇଯାଇଥିଲା ଏବଂ ଅନେକ ସ୍ଥାନରେ ଏହି ବନ୍ୟାରେ ରାଜପଥର କିଛି ଅଂଶ ଧୋଇ ହୋଇଯାଇଥିଲା। ଏହା ପରେ, ବର୍ତ୍ତମାନ…
Read More...

ସୁରକ୍ଷା ବାହିନୀର ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀର : ସୁରକ୍ଷା ବାହିନୀର ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ନିହତ । ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳରେ ଆଜି ଭୋରୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଥିଲେ । ସେହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମାର ପ୍ୟାଡଗାମପୋରା ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ…
Read More...

ଖାତକୁ ଖସିପଡ଼ିଲା ବସ୍‌, ୧୧ ମୃତ ଓ ୮ ଗୁରୁତର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ବସଟି ଖାତକୁ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୮ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ପୁଞ୍ଚ୍‌ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି…
Read More...

ନଦୀକୁ ଖସିଲା ଯବାନଙ୍କ ବସ : ୬ ଯବାନ ସହିଦ

ଜାମ୍ମୁ କାଶ୍ମୀର: ଜମ୍ମୁ-କାଶ୍ମୀରରେ ବଡ ଅଘଟଣ । ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେନାର ITBP କର୍ମଚାରୀଙ୍କ ସହ ଫେରୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାଶ୍ମୀରର ପହଲଗାମରେ ୧୦୦  ଫୁଟ ଗଭୀର ନଦୀରେ ବସଟି ଖସିପଡିଥିଲା। ବ୍ରେକ୍‌ ଫେଲ୍‌ ଯୋଗୁ…
Read More...

କୁଲଗାମ୍‌ରେ ସେନା ଗୁଳିରେ ଆତଙ୍କବାଦୀ ନିହତ

(ଜାମ୍ମୁକାଶ୍ମୀର) : ଲଗାତାର ଭାବେ ସେନା ଗୁଳିରେ ଆତଙ୍କବାଦୀ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଜାମ୍ମୁକାଶ୍ମୀରର କୁଲଗାମରେ ଜଣେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଛି । କୁଲଗାମର ଖଣ୍ଡିପୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି । ପୋଲିସ ଏବଂ ସୁରକ୍ଷା ବାହିନୀର ଅପରେସନ ଜାରି…
Read More...

କୁଲଗାମରେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ

(ଜମ୍ମୁ-କଶ୍ମୀର) : କିଛି ଦିନ ବ୍ୟବଧାନ ପରେ ପୁଣିଥରେ ଅଶାନ୍ତ ହୋଇ ଉଠିଛି ଜମ୍ମୁ-କଶ୍ମୀର। ଲଗାତାର ଭାବେ କୁଲଗାମରେ ଜଣଙ୍କ ପରେ ଜଣେ ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ। ଗୁରୁବାର ମଧ୍ୟାହ୍ନରେ କୁଲଗାମରେ କାମ କରୁଥିବା ରାଜସ୍ଥାନର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ…
Read More...

ଶୋପିଆନ ଗାଡି ବିସ୍ପୋରଣରେ ୩ ଯବାନ ଆହତ

(ଜାମ୍ମୁ କାଶ୍ମୀର) : ଘରୋଇ ଗାଡିରେ ବିସ୍ପୋରଣ ୩ ଯବାନ ଆହତ । ଜାମ୍ମୁ କାଶ୍ମୀର ସ୍ଥିତ ଶ୍ରୀନଗରର ଶୋପିଆନରେ ଏକ ଗାଡିରେ ବିସ୍ଫୋରଣ ଘଟିଛି । ଫଳରେ ୩ଜଣ ସେନା ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ସେ ନେଇ…
Read More...