କର୍ଣ୍ଣାଟକରେ କଂଗ୍ରେସ ଆଗୁଆ
କର୍ଣ୍ଣାଟକ :କର୍ଣ୍ଣାଟକ ଭୋଟ ଗଣତି ଜାଣି ୧୧୮ ରେ ଆଗୁରେ କଂଗ୍ରେସ ରହିଛି । ୭୨ ପାଖାପାଖି ଅଟକିଛି ବିଜେପି । ବର୍ତ୍ତମାନର ଟ୍ରେଣ୍ଡ ସୁଦ୍ଧା କଂଗ୍ରେସ ୧୧୮, ବିଜେପି ୭୨, ଜେଡିଏସ ୨୬ ଏବଂ ଅନ୍ୟାନ୍ୟ ୮ । ବରୁଣା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଗୁଆ ଅଛନ୍ତି । ସେହିପରି…
Read More...
Read More...