Browsing Tag

karnatak

କର୍ଣ୍ଣାଟକକୁ ଫେରିଲା କ୍ୱାରେଣ୍ଟାଇନ : କରୋନା ସଂକ୍ରମିତ ହେଲେ ୭ ଦିନ ସଙ୍ଗରୋଧ

କର୍ଣ୍ଣାଟକ : କର୍ଣ୍ଣାଟକକୁ  ଫେରିଲା କ୍ୱାରେଣ୍ଟାଇନ । କାରୋନା ସଂକ୍ରମିତ ବ୍ୟାକ୍ତି ୭ଦିନ ପର୍ଯ୍ୟନ୍ତ ଘରୋଇ ସଙ୍ଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ ପରୀକ୍ଷା କରାଯିବ । ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର…
Read More...

କର୍ଣ୍ଣାଟକରରେ ଏକ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା , ୫ ମୃତ

ନୂଅଦିଲ୍ଲୀ : କର୍ଣ୍ଣାଟକର କାଲାବୁରାଗିରେ ଏକ ଟ୍ରକ ଏବଂ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା କାଲାବୁରାଗିର ବଲୁରାଗିରେ ଗ୍ରାମ ନିକଟରେ ହୋଇଛି । କଲାବୁରାଗିର ଏସପି ଓ ଶ୍ରୀନିବାସୁଲୁଙ୍କ ଅନୁଯାୟୀ, କାଲାବୁରାଗି ଜିଲ୍ଲାରେ…
Read More...

ଭୋଟ ଦେବା ଅଧିକାର ମିଳିବା ପରେ ପିଲାମାନେ ବ୍ୟବହାର କରିପାରିବେ ସୋସିଆଲ ମିଡିଆ

ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଜାରି ହେଲା ବଡ ବୟାନ । ବର୍ତ୍ତମାନ ସମୟରେ ପିଲାମାନେ ଖେଳ କୁଦଠୁ ଦୂରରେ ରହୁଛନ୍ତି । ପାଠ ପଢାରେ ମନ ନ ଲଗାଇ ସବୁବେଳେ ମୋବାଇଲରେ ମାତୁଛନ୍ତି । ମୋବାଇଲ ଦ୍ୱରା ପିଲାମାନେ ସୋସିଆଲ ମିଡିଆରେ ଅଧିକ ସମୟ କାଟୁଛନ୍ତି । ବର୍ତ୍ତମାନ ସମୟରେ ପିଲାମାନେ…
Read More...

୩୬ଟି ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ୟୁନିୟନ୍ ଏବଂ କର୍ଣ୍ଣାଟକ ଷ୍ଟେଟ୍ ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ଆସୋସିଏସନର ବନ୍ଦ ଡାକରା

ବେଙ୍ଗାଲୁର: ବେଙ୍ଗାଲୁରରେ ଗତକାଲି ମଧ୍ୟରାତ୍ରରୁ ଆଜି ମଧ୍ୟରାତ୍ର ପର୍ୟ୍ୟନ୍ତ ବନ୍ଦ ରହିବ ଗାଡ଼ି ଚଳାଚଳ। କର୍ଣ୍ଣାଟକରେ ବିଭିନ୍ନ ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । ୩୬ଟି ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ୟୁନିୟନ୍ ଏବଂ କର୍ଣ୍ଣାଟକ ଷ୍ଟେଟ୍ ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ବନ୍ଦ…
Read More...

ହସ୍ପିଟାଲରେ ଭର୍ତ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ବରିଷ୍ଠ ନେତା ଏଚ୍.ଡି. କୁମାରସ୍ୱାମୀଙ୍କୁ ବୁଧବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ସପ୍ତାହରେ କାର୍ୟ୍ୟ ବ୍ୟସ୍ତତା ହେତୁ ତାଙ୍କୁ ଜ୍ୱର ଏବଂ ଥକ୍କାପଣ ଅନୁଭବ ହୋଇଥିଲା। ଏହା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍…
Read More...

୧୦ ହଜାର ଟଙ୍କାର କଏନ୍ ଦେଇ ନାମାଙ୍କନ ଭରିଲେ ପ୍ରାର୍ଥୀ : ଗଣି ଗଣି ବେହାଲ ହେଲେ ଅଧିକାରୀ

ଦୟାଦଗିର : ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀ ଦେଲେ ୧୦ ହଜାର ଟଙ୍କାର କଏନ୍ । ଗଣି ଗଣି ବେହାଲ ହେଲେ ଅଧିକାରୀ । ଦୀର୍ଘ ଦୁଇଘଣ୍ଟ ପର୍ଯ୍ୟନ୍ତ ଗଣିଚାଲିଲେ କଏନ୍ ପରେ ହେଲା ନାମାଙ୍କନ ଦାଖଲ । ତେବେ ଏହି କଏନକୁ ମାଗି ମାଗି ସଂଗ୍ରହ କରିଥିଲେ ପ୍ରାର୍ଥୀ । ପରେ ସେହି ଖୁଚୁରା ଟଙ୍କାକୁ ଥଳିରେ…
Read More...

ଶନିବାର ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ । ଏବଂ ୧୨ ତାରିଖରେ ଆନ୍ଧପ୍ରଦେଶ ଓ ତେଲେଙ୍ଗାନା ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଖବର ଅନୁଯାୟୀ ୧୧ ତାରିଖ ସକାଳ ୯.୪୫ ରେ…
Read More...

କର୍ଣ୍ଣାଟକରେ ଲାଗୁ ହେଲା କଟକଣା

(କର୍ଣ୍ଣାଟକ) : କ୍ରମାଗତ ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବରେ ଲାଗିଛି । ଗୋଟିଏ ପରେ ଗୋଟିଏ ରାଜ୍ୟ କଟକଣା ଲଗାଇବା ଆରମ୍ଭ କଲେଣି। ଏହିକ୍ରମରେ କର୍ଣ୍ଣାଟକରେ ସଂକ୍ରମଣ ରୋକିବାକୁ ଲାଗୁ ହୋଇଛି କଟକଣା। ଗତ ୨୪ରେ ୫୨୫ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାର ମାସ୍କ ପିନ୍ଧିବା…
Read More...

କର୍ଣ୍ଣାଟକ ରାଜ୍ୟସଭା ନିର୍ବାଚନ

ବାଙ୍ଗାଲୋର: କର୍ଣ୍ଣାଟକରେ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ଜିତିବା ଲାଗି କଂଗ୍ରେସ ଓ ଜେଡିଏସ୍ ଆଶାବାଦୀ ରହିଛନ୍ତି । ଏଥିପାଇଁ ଦ୍ୱିତୀୟ ପସନ୍ଦର ଭୋଟ ଦ୍ୱାରା ପ୍ରାର୍ଥୀକୁ ଜିତାଇ ଯାଇ ପାରିବ ବୋଲି ବିରୋଧୀ ଦଳ ନେତା ସିଦ୍ଧରାମାୟା କହିଛନ୍ତି ।…
Read More...

ସାବତ ଝିଅ ଓ ଶାଳୀକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର

କର୍ଣ୍ଣାଟକ: ସାବତ ଝିଅ ଓ ଶାଳୀକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର। ଆଉ ଏବେ ତାଙ୍କ  ସ୍ତ୍ରୀ  ଅଭିଯୋଗ କରିଛନ୍ତି ଥାନାରେ  । ଏଭଳି ଘଟଣା ଘଟିଛି କର୍ଣ୍ଣାଟକରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ କୃତ୍ୟ କାର୍ଯ୍ୟ ପଦାରେ ପଡ଼ିଛି। ତାଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ସବ୍‌-ଇନ୍ସପେକ୍ଟର…
Read More...