Browsing Tag

karnataka

କୁନି ପିଲା ଉପରେ ଗୁୁରୁଜୀଙ୍କ ଅତ୍ୟାଚାର, ୩ଦିନ ହାତଗୋଡ଼ ବାନ୍ଧି ପିଟିଲେ

ରାୟଚୁର : ଚୋରି ଅଭିଯୋଗ ପରେ କୁନି ଛାତ୍ର ଉପରେ ଗୁରୁଜୀଙ୍କ ଅତ୍ୟାଚାର । ଛୋଟ ପିଲାଟିକୁ ଏପରି ଦଣ୍ଡ ଦେଇଛନ୍ତି, ଯାହା ଶୁଣିଲେ ଆପଣଙ୍କ ହୃଦୟ ମଧ୍ୟ ଥରି ଉଠିବ । ସତରେ ଜଣେ ମଣିଷ ଏତେ ନିଷ୍ଠୁର ହୋଇପାରେ । ପେନ୍ ଚୋରି ଅଭିଯୋଗ ପରେ ଗୁରୁଜୀ ତାଙ୍କୁ ଶାସ୍ତି ଦେବାକୁ ଯାଇ ହାତ ଗୋଡ଼ ବାନ୍ଧି,…
Read More...

କର୍ଣ୍ଣାଟକରେ ଶପଥ ନେବେ ୨୪ ବିଧାୟକ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକର ମନ୍ତ୍ରିମଣ୍ଡଳରେ ସାମିଲ ହେବେ ୨୪ ବିଧାୟକ । ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଭାବେ ୨୪ ବିଧାୟକ ଶପଥ ନେବେ । ଏନେଇ ଦଳ ତରଫରୁ ତାଲିକା ଜାରି କରାଯାଇଛି । ଏଚ.କେ ପାଟିଲ, ରହିମ ଖାନ୍, ବି. ସୁରେଶଙ୍କ ସହ ୨୪ ନେତା ସିଦ୍ଧରମୈୟା ସରକାରରେ ମନ୍ତ୍ରୀ ଭାବେ ଶପଥ…
Read More...

ସିଦ୍ଦରମୈୟା ସରକାରଙ୍କୁ ସମାଲୋଚନା କରି ନିଲମ୍ବିତ ହେଲେ ସ୍କୁଲ ଶିକ୍ଷକ

ବେଙ୍ଗାଲୁରୁ: ନବଗଠିତ ସିଦ୍ଦରମୈୟା ସରକାରଙ୍କୁ ସମାଲୋଚନା କରି ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଚିତ୍ରଦୁର୍ଗର ହୋସଦୁର୍ଗସ୍ଥିତ କାନୁବେନ୍ନାହାଲ୍ଲି ସରକାରୀ ସ୍କୁଲ୍ରେ ଶିକ୍ଷକ ଥିବା ଶାନ୍ତମୂର୍ତ୍ତି ଏମ୍.ଜି. ରାଜ୍ୟ ସରକାର ଏବଂ ତା’ର ମାଗଣା ଉପହାରକୁ ସମାଲୋଚନା…
Read More...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା

କର୍ଣ୍ଣାଟକର ମୁଖ୍ୟମନ୍ତୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମୈୟା । ସିଦ୍ଦରମୈୟାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଡିକେ ଶିବ କୁମାର । ଶପଥ ଗ୍ରହଣ ସମାରୋହରେ ପ୍ରୀୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତ ଥିଲେ । କ୍ୟାବିନେଟ ମନ୍ତ୍ରୀ ଓ…
Read More...

କଂଗ୍ରେସ ହାଇକମାଣ୍ଡଙ୍କ ବଡ଼ ନିଷ୍ପତ୍ତି; ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ସସପେନ୍ସର ଅନ୍ତ ଘଟିଛି । ଗତ ଚାରିଦିନ ଧରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ଲଗାତାର ଆଲୋଚନା ଓ ସମୀକ୍ଷା ପରେ କଂଗ୍ରେସ ହାଇକମାଣ୍ଡ ବଡ଼ ଫଇସଲା ନେଇଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ହେବେ ।…
Read More...

କର୍ଣ୍ଣାଟକରେ ଜାରି ରହିଛି ଭୋଟ ଗଣତି ବହୁ ଆଗରେ କଂଗ୍ରେସ

କର୍ଣ୍ଣାଟକରେ ଚାଲିଛି ବିଧାନସଭା ଭୋଟ ଗଣତି ଜାରି ରହିଥିବା ବେଳେ ବହୁ ଆଗରେ ରହିଛି କଂଗ୍ରେସ । ୮୦ ପାଖାପାଖି ଅଟକିଛି ବିଜେପି । ବର୍ତ୍ତମାନର ଟ୍ରେଣ୍ଡ ସୁଦ୍ଧା କଂଗ୍ରେସ ୧୧୭, ବିଜେପି ୭୭, ଜେଡିଏସ ୨୫ ଏବଂ ଅନ୍ୟାନ୍ୟ ୫ । ବରୁଣା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଗୁଆ ଅଛନ୍ତି…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ

ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । କର୍ଣ୍ଣାଟକ ବିଧାନସଭାର କାର୍ୟ୍ୟକାଳ ୨୪ ମେ ୨୦୨୩ ପର୍ୟ୍ୟନ୍ତ ରହିଥିବା ବେଳେ ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ୨୦୧୧ ଜନଗଣନା ଅନୁଯାୟୀ…
Read More...

କର୍ଣ୍ଣାଟକରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ : ଆଜି କର୍ଣ୍ଣାଟକରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁରୁରେ ଇଣ୍ଡିଆ ଏନର୍ଜୀ ୱିକ୍-୨୦୨୩ରେ ସେ ସାମିଲ ହୋଇଛନ୍ତି । ବିକଶିତ ସୋଲାର କୁକିଂ ସିଷ୍ଟମର ଟ୍ୱିନ-କୁକଟପ୍ ମଡେଲର ବିକଶିତ ସୋଲାର କୁକିଂ ସିଷ୍ଟମର…
Read More...

ବିଜେପି ନେତାଙ୍କ ଅମାନବୀୟ କାଣ୍ଡ

ବାଙ୍ଗାଲୋର: ବିଜେପି ନେତାଙ୍କ ଅମାନବୀୟ କାଣ୍ଡ । କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଏକ ମହିଳା ଉପରକୁ ହାତ ଉଠାଇ ଏବେ ବିବାଦ ପଡିଛନ୍ତି । ଗତ ଶନିବାର ଦିନ ଏକ ସଭାରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ମନ୍ତ୍ରୀଙ୍କ ସହ ଦେଖା କରିବାକୁ…
Read More...