Browsing Tag

Kedarnath

ଚଳିତ ବର୍ଷର କେଦାରନାଥ ଧାମ କୁ ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ

ନୂଆ ରେକର୍ଡ କଲା ଚଳିତ ବର୍ଷର କେଦାର ନାଥ ଧାମ ଯାତ୍ରା । ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଯାହାକି କେଦାର ନାଥ ଯାତ୍ରା ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ବାବା କେଦାରନାଥଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନ ଥିବା…
Read More...

ଆଜିଠୁ ୬ମାସ ପାଇଁ ବନ୍ଦ ହେଲା କେଦାରନାଥ ଧାମ

ଡେରାଡୁନ: ଶୀତକୁ ଦୃଷ୍ଟିରେ ରଖି ଆଜିଠୁ ୬ମାସ ପାଇଁ ବନ୍ଦ ରହିବ କେଦାରନାଥ ଧାମ ।  ପ୍ରଥମେ ଗଙ୍ଗୋତ୍ରୀ ଧାମ ଓ ଏହାର ଦିନକ ପରେ ଯମୁନୋତ୍ରୀ ଧାମ ବନ୍ଦ ହୋଇଥିବାବେଳେ, ଗତକାଲି ଭାଇଦୁଜ ଅବସରରେ ବାବା କେଦାରନାଥଙ୍କ ଦ୍ୱାର ବନ୍ଦ ହୋଇଛି । ପ୍ରଭୁ କେଦାରନାଥଙ୍କ ପଞ୍ଚମୁଖୀ ଡୋଲି ବୁଧବାର…
Read More...

କେଦାରନାଥ ରାସ୍ତାରେ ଭୁସ୍କଳନ ,୧୩ ଜଣ ନିଖୋଜ

ନୂଆଦିଲ୍ଲୀ: କେଦାରନାଥ ରାସ୍ତାରେ ବଡ ଧରଣର ଭୂସ୍କଳନ ।୧୩ଜଣ ଲୋକ ନିଖୋଜ ଥିବାର ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଅଭାବନିୟ ଘଟଣା ଘଟିଛି । କେଦାରନାଥ ଯିବା ରାସ୍ତା ଦତ୍ତ ପୁଲିୟା ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଲଗାଣ ବର୍ଷା…
Read More...

କେଦାରନାଥ ଗସ୍ତରେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ଗସ୍ତରେ ମୋଦି । କେଦାରନାଥରେ ପହଞ୍ଚି ପାରମ୍ପରିକ ଢଙ୍ଗରେ ମହାଦେବଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ହିମାଚଳ ପ୍ରଦେଶରେ ହସ୍ତତନ୍ତ୍ର ଦ୍ୱାରା ବୁଣା ଯାଉଥିବା ପୋଷାକ ପରିଧାନ କରିଥିବାର ନଜର ଆସିଛନ୍ତି । ତେବେ ପ୍ରଧାନମନ୍ତ୍ରୀ…
Read More...

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

କେଦାରନାଥ : କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ଥିବାବେଳେ ୨ ଜଣ ପାଇଲଟ୍‌ ଅଛନ୍ତି। ଯେଉଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି,…
Read More...