Browsing Tag

#kejriwal

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ । କୋର୍ଟ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏହି ମାମଲାର ନିଷ୍ପତ୍ତିକୁ ସୁରକ୍ଷିତ ରଖାଯାଇଛି । ସୁପ୍ରିମକୋର୍ଟ ମେ ୯ ରେ ଏହି…
Read More...

ମେ’ ୭ ପର୍ଯ୍ୟନ୍ତ ଜେଲରେ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ମିଳିଲାନାହିଁ ଆଶ୍ୱସ୍ତି । ତେବେ ଆଜି କୋର୍ଟ ତାଙ୍କୁ ମେ’ ୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ନ୍ୟାୟିକ ହେପାଜତ ଶେଷ ହେବା ପରେ କେଜ୍ରିୱାଲ ଭିଡିଓ କନଫରେନ୍ସିଂ…
Read More...

ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତ ରହିଛି କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନାହିଁ । ପୁଣି ଆଜି ରାଉସ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । କେଜ୍ରିୱାଲଙ୍କ ୧୫ ଦିନିଆ ନ୍ୟାୟିକ ହେପାଜତ…
Read More...

କେଜ୍ରିୱାଲଙ୍କୁ ଅଷ୍ଟମ ଥର ସମନ ପଠାଇଲା ଇଡି

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣି ଅଷ୍ଟମ ସମନ ପଠାଇଲା ଇଡି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ନୋଟିସ ଜାରି କରିଛି । ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ…
Read More...

ଇଡିରେ ହାଜର ହେବେନି କେଜ୍ରିୱାଲ , କହିଲେ ନୋଟିସ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟରେ ପ୍ରଣେଦିତ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଳଙ୍କୁ ନୋଟିସ ଦେଇଥିଲେ । ଆଜି ଜେରା ହେବାକୁ ଥିବା ବେଳେ କେଜ୍ରିୱାଲ ହାଜର ହେବେନି ମନା କରି ଦେଇଥିଲେ । ଇଡିରେ ହାଜର ହେବାକୁ ସମୟ ମାଗିଛନ୍ତି ଦିଲ୍ଲୀ…
Read More...

କେନ୍ଦ୍ରର ଆଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ: ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀର ଇଇଚ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଦିଲ୍ଲୀ ସରକାର ଶୁକ୍ରବାର (ଜୁନ୍ ୩୦) କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିୟମ ଅସାମ୍ବିଧାନିକ ଅଟେ। ସୁପ୍ରିମକୋର୍ଟରେ ଦାଖଲ…
Read More...

କେଜ୍ରିୱାଲଙ୍କ ସରକାରୀ ବାସଭବନ ମରାମତି ଖର୍ଚ୍ଚର ଅଡିଟ୍ କରିବ CAG

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ମରାମତି ପାଇଁ ହୋଇଥିବା ଖର୍ଚ୍ଚର CAG ଏକ ସ୍ୱତନ୍ତ୍ର ଅଡିଟ୍ କରିବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କ ସୁପାରିଶ କ୍ରମେ ଗୃହ ମନ୍ତ୍ରଣାଳୟ ଉଇଏ ଦ୍ୱାରା ଅଡିଟ୍ ଅନୁମୋଦନ କରିଛି। ସିଭିଲ୍ ଲାଇନ୍ସରେ AAP ମୁଖ୍ୟ…
Read More...

ସହିଦ ଦିବସରେ ଆମ୍ ଆଦମୀ ପାର୍ଟିର ନାରା ମୋଦି ହଟାଓ ଦେଶ ବଚାଓ

ନୂଆଦିଲ୍ଲୀ: ଶହୀଦ ଦିବସ ପାଳନ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କ ସହ ଆମ୍ ଆଦମୀ ପାର୍ଟିର 'ମୋଦୀ ହାଟାଓ-ଦେଶ ବାଚାଓ' କାର୍ୟ୍ୟକ୍ରମରେ ପହଞ୍ଚିଛନ୍ତି। ସିଏମ୍ କେଜ୍ରିୱାଲ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ତାଙ୍କ ଅଭିଭାଷଣ…
Read More...