Browsing Tag

kendrapada

ଡେରାବିଶ ସିଡିପିଓଙ୍କୁ ଅପସାରଣ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଲେ ଟ୍ୱିଟ

ବ୍ୟୁରୋ : ଆଜି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସ୍ନେହଲତା ସାହୁଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଗଲା। ନିଜ କାର୍ଯ୍ୟରେ ଅବହେଳା ଅଭିଯୋଗ କାରଣରୁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣା ଏହା କି, କାର୍ଯ୍ୟାଳୟରେ…
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ନିମନ୍ତ୍ରଣକୁ କେନ୍ଦ୍ରାପଡ଼ାରେ ଭବ୍ୟ ସ୍ୱାଗତ

କେନ୍ଦ୍ରାପଡ଼ା/ମହେଶ ପାଢ଼ୀ : ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ୨୦୨୪ ମସିହା ଜାନୁଆରୀ ମାସ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ…
Read More...

ରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୧୩୫ କୋଟି ଟଙ୍କା ମଞ୍ଜୁର

ରାଜନଗର : ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ , ଗସ୍ତ ସମୟରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି ଅର୍ଥ । ରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ୧୩୫ କୋଟି ଟଙ୍କା ସାଂସନ ହୋଇଥିବା କହିଛନ୍ତି ପାଣ୍ଡିଆନ,…
Read More...

ଡିଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ “ଗୁଡ୍ ସମାରିଟାନ୍ ଆୱାର୍ଡ଼”

କେନ୍ଦ୍ରାପଡ଼ା : ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
Read More...

ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ମେଡିକାଲ ଇନ୍ଡୋର ଲାଟିନରେ ନବଜାତ ଶିଶୁ କନ୍ୟାର ମୃତଦେହ। କେନ୍ଦ୍ରାପଡା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତବିଭାଗ ଲାଟିନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି।ଆଜି ସକାଳୁ ସକାଳୁ ଲାଟିନ ଭିତରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା ସ୍ୱାସ୍ଥ୍ୟକେନ୍ଦ୍ର…
Read More...

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଁଇ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା/ମହେଶ ପାଢ଼ୀ : ଆଗକୁ ଆସୁଛି ପାର୍ବଣ ଋତୁ | ଆଉ ପାର୍ବଣକୁ ଖୁବ ଆଡମ୍ବରର ସହିତ ପାଳନ କରିବେ ଓଡିଶାବାସୀ | ପ୍ରଥମେ ଦଶହରା ଆଉ ପରେ ପରେ ଗଜଲକ୍ଷ୍ମୀ ପୂଜା |କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ କହିଲେ ଟିକିଏ ନିଆରା | ଗଜଲକ୍ଷ୍ମୀ ପୂଜା ପାଁଇ ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଓଡିଶା…
Read More...

କେନ୍ଦ୍ରାପଡ଼ା ପାଇଁ ଗର୍ବ ଆଉ ଗୌରବ, ଓଡ଼ିଆ ପୁଅ ହେଲେ ଦୁବାଇ ବାସିନ୍ଦା

ଓଡ଼ିଆ ପୁଅଙ୍କୁ ମିଳିଲା ଦୁବାଇରେ ଗୋଲଡେନ୍ ଭିସା ଓଡ଼ିଆ ପୁଅ ହେଲେ ଦୁବାଇ ବାସିନ୍ଦା ଅକ୍ଷୟ ପରିଜାଙ୍କ ପରେ ଦେବାଶିଷ କେନ୍ଦ୍ରାପଡ଼ା ପାଇଁ ଗର୍ବ ଆଉ ଗୌରବ ଭୁବନେଶ୍ୱର (ତାପସ ଦାସ): ବିଶ୍ୱର ମୁସଲିମ୍ ବହୁ ଦେଶ ଦୁବାଇ । ଏଠାରେ ରହିବା କଷ୍ଟକର ବ୍ୟାପାର । କୂଟନୈତିକ କ୍ଷେତ୍ରରେ…
Read More...

ଯଦୁଚନ୍ଦ୍ରପୁର ଗାଁରୁ ବଉଳା କୁମ୍ଭୀର ଉଦ୍ଧାର କଲେ ବନ ବିଭାଗ

କେନ୍ଦ୍ରାପଡା: କେନ୍ଦ୍ରପଡାରେ ଲାଗି ରହିଛି କୁମ୍ଭିର ଅତଙ୍କ । ଗାଁ ରୁ ଧରା ହେଲା ଆଉ ଏକ ବଉଳା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମରୁ ଧରା ହୋଇଛି ଆଉ ଏକ ବଉଳା କୁମ୍ଭୀର । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ…
Read More...

କେନ୍ଦ୍ରାପଡାରେ ନିପ୍ପନ୍ ଷ୍ଟିଲ୍ କାରଖାନା ହେବା ନେଇ ହୋର୍ଡିଂ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସମର୍ଥକ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ହେବ ନିପ୍ପନ୍ ଷ୍ଟିଲ୍ କାରଖାନା । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇ ମହାକାଳପଡାରେ ମରା ଯାଇଛି ବଡ ବଡ ହୋର୍ଡିଂ । ରାସ୍ତା କଡରେ ବଡ ବଡ ହୋର୍ଡିଂ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମର୍ଥକ । ତେବେ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ…
Read More...

ଗତ କାଲି ଠିକ ୬ଟା ୪ରେ ଜନ୍ନ ହୋଇଥିବା, ଶିଶୁପୁତ୍ର ନାଁ ରଖିଲେ ଚନ୍ଦ୍ରଯାନ

କେନ୍ଦ୍ରାପଡା : ଗତକାଲି ଗାରତର ମୁନ ମିଇନ ସଫଳ ହୋଇଛି । ଏହାକୁ ନେଇ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ଏହି ସବୁ ଭିତରେ ଏକ ରୋମାଞ୍ଚକ ଖବର ସାମ୍ନାକ ଆସିଛି । ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟା ହେବେ । ଜଣେ ନବଜାତ ଶିଶୁର ନାଁ ତାଙ୍କ ବାପା ବପା ମାଆ ଚନ୍ଦ୍ରଯାନ ରଖିଛନ୍ତି । ଅସଲି…
Read More...