ବାପାଙ୍କ ଆକଟ ହେଲା କାଳ, ବିଷ ପିଇ ଯୁବକ ମୃତ
ବାପାଙ୍କ ଆକଟ ହେଲା କାଳ ।ବାପା ଆକଟ କରିବାରୁ ବିଷ ପିଇ ଯୁବକ ମୃତ । ମୁତ ଯୁବକ ହେଲେ ନାଚୁଣୀ ଥାନା ଲୋକିପୁର ଗ୍ରାମର ପ୍ରଶାନ୍ତ ବେହେରା 28 ବର୍ଷ ।ପ୍ରଶାନ୍ତ ଏଜ ଘରୋଇ କମ୍ପାନୀରେ କଟକରେ କାର୍ଯ୍ୟ କରୁଥିଲେ ।ଗତ କାଲି ଗହ୍ମା ପୁନେଇ ଥିବାରୁ ଗାଁ କୁ ଆସିଥିଲେ । ଗାଁରେ ସାଙ୍ଗ ମାନଙ୍କ…
Read More...
Read More...