Browsing Tag

latest crime news odisha

ପ୍ଲାଷ୍ଟିକ ପାଇପରେ ପିଟି ପିଟି ଛାତ୍ରର ହାତ ଭାଙ୍ଗିଦେଲେ ଶିକ୍ଷକ

ନବରଙ୍ଗପୁର: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରକୁ ନିସ୍ତୁକ ମାଡ, ପ୍ଲାଷ୍ଟିକ ପାଇପରେ ପିଟି ପିଟି ଛାତ୍ରର ହାତ ଭାଙ୍ଗିଦେଲେ ଶିକ୍ଷକ । ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଚନ୍ଧାହାଣ୍ଡି ବ୍ଲକ ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟରୁ।ସେଠାରେ କାର୍ୟ୍ୟରତ ସହକାରୀ ଶିକ୍ଷକ…
Read More...

ରଥଯାତ୍ରାରେ ପୁରୀ ଆଣି ଛାଡିଥିଲା ପୁଅ, ଖବର ପ୍ରକାଶ ପରେ ଖୋଜା ପଡ଼ିଲେ ବାପା

ପୁରୀ: ଯେଉଁ ପୁଅକୁ ଦିନେ କାନ୍ଧରେ ବସାଇ ରଥ ଦେଖାଇଥିଲେ, ସେହି ପୁଅ ରଥ ସାମ୍ନାରେ ଛାଡ଼ି ଦେଇ ଚାଲିଗଲା । ପାଳି ପୋଷି ବଡ଼ କରିଥିବା ବାପା ହଠାତ ଅଲୋଡ଼ା ପାଲଟିଗଲା। ବୃଦ୍ଧ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଶୁଣ୍ଢି ସାହିର ୭୫ ବର୍ଷୀୟ ଜଗବନ୍ଧୁ ନାୟକ । ଜଗବନ୍ଧୁଙ୍କର, ଶିବରାମ, ସମୀର,…
Read More...

ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ: ବ୍ଲାକମେଲିଂ କରି ଟଙ୍କା ମାଗୁଥିଲା ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ। ଭୁବନେଶ୍ୱରରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି। ସୂଚନା ଅନୁଯାୟୀ, ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ଘର ଛତିଶଗଡ଼ରେ ବୋଲି…
Read More...