Browsing Tag

Lightning

ହଜ ଗ୍ରାମରେ ବଜ୍ରପାତର ଶିକାର ହୋଇ ଜଣଙ୍କର ମୃତ୍ୟୁ

ବାଣପୁର / ଦିବ୍ୟକାନ୍ତ ବେହେରା : ରାଜ୍ୟରେ ବଢିବାରେ ଲାଗିଛି ବଜ୍ରା ଘାତ ଜନକ ମୃତ ସଂଖ୍ୟ । ଏହାରି ଭିତରେ ପୁଣି ବଜ୍ରଘାତ ନେଲା ଆଉ ଏକ ଜୀବନ । ବାଣପୁର ବ୍ଲକ ଗମ୍ଭାରିମୁଣ୍ଡା ପଞ୍ଚାୟତ ହଜ ଗ୍ରାମରେ ବଜ୍ରପାତର ଶିକାର ହୋଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଅନାମ ମୁଦୁଲି…
Read More...

ବେଲପଡା ଥାନା ମଧ୍ୟ୍ୟପୁର କଟାପାଲି ଗ୍ରାମରେ ବଜ୍ରପାତ, ମହିଳା ମୃତ

ପାଟଣାଗଡ଼ / ଜଗନ୍ନାଥ ଧରୁଆ : ବଜ୍ରପାତ ନେଲା ମହିଳାଙ୍କ ଜୀବନ । ଆଜି ବଜ୍ରପାତ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ବେଲପଡା ଥାନା ମଧ୍ୟ୍ୟପୁର କଟାପାଲି ଗ୍ରାମର ପୂର୍ଣ୍ଣମୀ ବାଗ । ସୂଚନା ଅନୁଯାୟୀ, ପୂର୍ଣ୍ଣମୀ ନିଜ ଚାଷ ଜମିରେ କାମ କରୁଥୁବା ବେଳେ ହଠାତ ଝଡ଼ ବର୍ଷା…
Read More...

ସ୍କୁଲରେ ବଜ୍ରପାତ ହୋଇ ୧୬ ଛାତ୍ରଛାତ୍ରୀ ଆହାତ

କେନ୍ଦ୍ରାପଡା : ସ୍କୁଲରେ ବଜ୍ରପାତ ହୋଇ ୧୬ ଆହାତ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇ ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ…
Read More...

ବଜ୍ରପାତରେ ଶିଶୁ ପୁତ୍ର ସହ ୩ ଗୁରୁତର

ଅସ୍ତରଙ୍ଗ/ଆର୍ଯ୍ୟ ବିଶ୍ୱାଳ :ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହି ବର୍ଷାରେ ଅସ୍ତରଙ୍ଗ ଉପକୂଳରେ ଭୀଷଣ ବଜ୍ରପାତ ହେଇଛି, ଫଳରେ ଅସ୍ତରଙ୍ଗ ପାଟଲଦା, ମଧୁପୁର ଗ୍ରାମରୁ ୩ ଜଣ ଆହତ ହୋଇଛନ୍ତି । ତାଙ୍କ ସହିତ ଏକ ଶିଶୁ ପୁତ୍ର ମଧ୍ୟ ଆହତ ହୋଇଥିବା କୁହାଯାଉଛି । ଭୀଷଣ ବଜ୍ରପାତ ଓ…
Read More...

ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ

କଳାହାଣ୍ଡି /ଗୋଲାପ ସାହୁ: ବଜ୍ରାଘାତ ନେଲା ନାବାଳକର ଜୀବନ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପ୍ରଜାନଗଫେନି ଗ୍ରାମରେ ବଜ୍ରାଘାତ ରେ ଜଣେ ନାବାଳକ ର ମୃତ୍ୟୁ ହୋଇଥିବା ଜଣାପଡିଛି। ଗାଁ ର ଭକ୍ତ ଧଙ୍ଗଢା ମାଝୀ ଙ୍କ ୧୫ ବର୍ଷୀୟ ପୁଅ ଟଙ୍କଧର ଧଙ୍ଗଢା ମାଝୀ ଘର ନିକଟରେ ଥିବା ଆମ୍ବ…
Read More...

ମକାବାଡି ରେ କାମ କରୁଥିବା ବେଳେ ବଜ୍ରାଘାତ : ୬ଗୁରୁତର

ଝରୀଗାଁ /ବସନ୍ତ କୁମାର ସାହୁ: ରାଜ୍ୟରେ ଜାରି ରହିଛି କାରବୈଶାଖି ଜନିତ ବର୍ଷା ।ବର୍ଷା ସାଙ୍ଗକୁ ବଜ୍ରାଘାତ ଦେଖିବାକୁ ମିଳଛି । ଆଜି ବଜ୍ରାଘାତରେ ଛଅ ଜଣ ଗୁରୁତର ହୋଇଥିବା ବେଳେ ଛଅ ଜଣ ଯାକ ଗୋଟିଏ ପରିବାର ର ହୋଇଥିବା ପକୁହାଯାଉଛି । ମେବେ ମକାବାଡ଼ ରେ କାମକରୁଥିବା ଅବସ୍ଥାରେ ବଜ୍ରାଘାତ…
Read More...

ବିରଳ ବଜ୍ରକାପ୍ତା ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଲା ବନ ବିଭାଗ

ପାଟଣାଗଡ଼ / ଜଗନ୍ନାଥ ଧରୁଆ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ରେଙ୍ଗାଲି ପଞ୍ଚାୟତ ଖୁରିପାଣୀ ଗାଁ ନିକଟ ରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରିଥିବା ଜଣା ଯାଇଛି । ବଜ୍ରକାପ୍ତା ହେଉଛି ଏକ ବିରଳ ସରିସ୍ରୁପ ଜାତିର ବନ୍ୟ ପ୍ରାଣୀ । ଏହି ବଜ୍ରକାପ୍ତା ବାହାର ରାଜ୍ୟରେ…
Read More...

ରାଜ୍ୟରେ ଘାତକ ହେଲାଣି ବଜ୍ରପାତ, ବର୍ଷକୁ ଯାଉଛି ୨୯୩ ଜଣଙ୍କ ଜୀବନ, ରୋକିବା ପାଇଁ ନାହିଁ କିଛି ବ୍ୟବସ୍ଥା

ଭୁବନେଶ୍ୱର: ବଜ୍ରପାତ ଜନିତ ମୃତ୍ୟୁ ସାଂଘାତିକ ହେଲାଣି । ହାତୀ ଆକ୍ରମଣରେ ରାଜ୍ୟରେ ଯେତିକି ନାଗରିକ ପ୍ରାଣ ହରାଉ ନାହାନ୍ତି ତା ଠୁ ଅଧିକ ବଜ୍ରପାତରେ ଯାଉଛି ଜୀବନ । ତଥ୍ୟ କହୁଛି ରାଜ୍ୟରେ ବର୍ଷକୁ ୧୧୨ ଜଣ ନାଗରିକ ପ୍ରାଣ ହରାଉଥିବା ବେଳେ ବଜ୍ରପାତ କିନ୍ତୁ ହାରାହାରି ୨୯୩ ଜଣଙ୍କର ଜୀବନ…
Read More...