ବ୍ୟବସାୟୀଙ୍କୁ ଆକ୍ରମଣ କରି୧୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ନବରଙ୍ଗପୁର: ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ । ମୁଖା ପିଦ୍ଧି ଆସି ୧୫ ଲକ୍ଷ ଟଙ୍କା ଲୁଟିଲେ ଲୁଟେରା । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ । ଦିନ ଦ୍ବିପହରରେ ୬ ଜଣ ଦୁର୍ବୃତ୍ତ ମୁଖାପିନ୍ଧି ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି…
Read More...
Read More...