Browsing Tag

#MADHU

ଉତ୍କଳ ବିଶ୍ୱବିଦ୍ୟାଳୟର ଷ୍ଟାଟିଷ୍ଟିକ ଡିପାର୍ଟମେଣ୍ଟରେ ଲାଗିଲା ନିଆଁ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିଲା ନିଆଁ। ଡିପାର୍ଟମେଣ୍ଟ ଅଫ୍ ଷ୍ଟାଟିଷ୍ଟିକ୍ ରେ ନିଆଁ ଲାଗିଥିବା ସୂଚନା । ଷ୍ଟାଟିଷ୍ଟିକ୍ ବିଭାଗରେ ସର୍ଟ ସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ୩୦ମିନିଟ୍ ରୁ ଅଧିକ ସମୟ ଧରି ଜଳିଥିଲା ନିଆଁ। କମ୍ପ୍ୟୁଟର, ବହି ଏବଂ ଆସବାବ ପତ୍ର…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ ପ୍ରଣତି ସାହୁ। ସେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ ନିଯୁକ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକରେ ଗଏଘଜଋଏ ଯୋଜନା ଅଧୀନରେ ତାଙ୍କ ଦ୍ୱାରା କାର୍ୟ୍ୟକାରୀ ହୋଇଥିବା ସଡକ କାର୍ୟ୍ୟ ସମ୍ବନ୍ଧରେ ସମସ୍ତ ସଂଯୁକ୍ତ…
Read More...

କନ୍ଧମାଳ ଜିଲ୍ଲା ଏ.ଏମ.ସି.ଏସ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କନ୍ଧମାଳ/ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି କାର୍ୟ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକ ପାତକରିଥିଲେ । ଯୋଗଗୁରୁ ଜିତେନ୍ଦ୍ର ଡାକୁଆ ବିଭିନ୍ନ ଯୋଗ…
Read More...

ବୈଷୟିକ ସମସ୍ୟା ହେତୁ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଳ୍ଲୀ:ଇଣ୍ଡିଗୋ’ର ଦିଲ୍ଲୀ-ଦେହରାଡୁନ୍ ବିମାନର ଇଞ୍ଜିନରେ ଖରାପ ହେତୁ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଇଣ୍ଡିଗୋ’ର ବିମାନ ବୁଧବାର (ଜୁନ୍ ୨୧) ରେ ଦିଲ୍ଲୀରୁ ଉତ୍ତରପ୍ରଦେଶର ଦେହରାଡୁନ୍ ଅଭିମୁଖେ ଯାତ୍ରା…
Read More...

ପଶ୍ଚିମବଙ୍ଗ ହିଂସା ଘଟଣାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟରେ ଘଟିଥିବା ହିଂସା ସମ୍ପର୍କରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗଳା ରାଜ୍ୟର ବିରୋଧୀ ଦଳ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏଥିରେ ବିଜେପି, କଂଗ୍ରେସ ଏବଂ ସିପିଏମ୍ ସାମିଲ…
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଏବେ କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା । ସରକାର ଗଠନ ଲକ୍ଷ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଖାସ୍ ସେଥିପାଇଁ କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା…
Read More...

ଝଗଡା ପରେ ହଠାତ୍ ଟ୍ରେନ୍ ଆଗକୁ ଆସି ଆତ୍ମହତ୍ୟା କଲେ ଯୁବକ

ଭୁବନେଶ୍ୱର:ବାଇକ ରଖି ଫୋନରେ କରୁଥିଲେ ଝଗଡା। ହଠାତ୍ ଟ୍ରେନ୍ ଆଗକୁ ଆସି କଲେ ଆତ୍ମହତ୍ୟା । ସ୍ଥାନୀୟ ଇନ୍ଫୋଷିଟି ଥାନା ଅନ୍ତର୍ଗତ ଜଳେଶ୍ଵର ବିହାର ସ୍ଥିତ କଳାରାହାଙ୍ଗ ଟ୍ରେନ୍ ଲାଇନ୍ ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି। ଲୋକଙ୍କ କହିବା ବ୍ୟକ୍ତି ଜଣକ ଫୋନ୍ ରେ କଥା ହେଉଥିଲେ ଏବଂ କିଛି…
Read More...

ଆଇପିଏସ୍ ରବି ସିହ୍ନା ହେବେ ଜଇଡ ର ନୂତନ ମୁଖ୍ୟ, କ୍ୟାବିନେଟ୍ କମିଟିର ଅନୁମୋଦନ

ନୂଆଦିଲ୍ଲୀ : ବରିଷ୍ଠ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ରବି ସିହ୍ନା ସୋମବାର ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗର ନୂତନ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି। ରବି ସିହ୍ନା ଛତିଶଗଡ କ୍ୟାଡରର ୧୯୮୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ। ସିହ୍ନାଙ୍କୁ ଦୁଇ ବର୍ଷ ପାଇଁ…
Read More...

ବନ୍ଧୁକ ମୁନରେ ଲୁଟିନେଲେ ସୁନା ଚେନ ଓ ବ୍ରେଶଲେଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ବାଇକ୍ ଲୁଟେରା। ବନ୍ଧୁକ ଦେଖାଇ ଲୁଟିଲେ ସୁନା ଚେନ ଏବଂ ସୁନା ବ୍ରେଶଲେଟ୍ । ସ୍ଥାନୀୟ ମୈତ୍ରୀ ବିହାର ଥାନାର ଦ୍ୱାରସ୍ଥ ହେଲେ ଲୁଟର ଶିକାର ବ୍ୟକ୍ତି। ମୈତ୍ରୀ ବିହାର ଥାନା ଅନ୍ତର୍ଗତ ବିଡ଼ିଏ କଲୋନୀରେ ଘର ମୁହଁରୁ ହୋଇଛି ଲୁଟ୍। ନିଜ କାମ ସାରି ଘରକୁ…
Read More...