Browsing Tag

madhusmita tripathy

ଲଗାଣ ବର୍ଷାରେ ଧୋଇଗଲା ରେମାଳ ପୋଲ; ୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ପରେଶ କୁମାର ସେଠୀ/ହରିଚନ୍ଦନପୁର: ଧୋଇଗଲା ପୋଲ ,୧୦ ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହରିଚନ୍ଦନପୁର-ଦୈତାରି ରାସ୍ତା ବଡଶିଆଳିମାଳ ନିକଟ ନିର୍ମାଣଧୀନ ରେମାଳ ପୋଲର କଲଭଟ ରାସ୍ତା ଭାଙ୍ଗିଯିବାରୁ ବ୍ଳକର ୧୦ଟି ଗାଁକୁ ଯୋଗାଯୋଗ ବିଛିନ୍ନ…
Read More...

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ କାର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

ସାଲେପୁର/ଜ୍ୟୋସ୍ନା ରାଣୀ ସିଂ: ଗତକାଲି ବିଳମ୍ବିତ ରାତିରେ ଇଣ୍ଡିକା କାରରେ ଦୁଇଜଣ ଘରକୁ ଫେରୁଥିବାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତକ ହେଲେ ସାଲେପୁର ଥାନା ହୀରାପୁର ଗ୍ରାମର ଆକାଶ ଦେହୁରୀ ଆହତ ହେଲେ ମୋହନ…
Read More...

ପ୍ରଥମ ମ୍ୟାଚରେ ଶତକ ମାରିଲେ ଜୟସ୍ବାଲ୍

ଭୁୁବନେଶ୍ୱର: କୁହାଯାଏ ଯେ ଯଦି ଜଣେ ବ୍ୟକ୍ତିର ପ୍ରତିଭା ଥାଏ, ତେବେ ସଫଳତା ସ୍ୱୟଂଚାଳିତ ଭାବରେ ତାଙ୍କ ପାଦକୁ ଚୁମ୍ବନ କରେ । ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୟସୱାଲ ଏହି କଥାକୁ ପ୍ରମାଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଭୂମିରେ ଯଶସ୍ବୀ ଡେବ୍ୟୁ ମ୍ୟାଚରେ ଏକ ଶତକ ହାସଲ କରିଛନ୍ତି ।…
Read More...

ରାୟଗଡ ଜିଲ୍ଲାର ଦୁଃଖ ପାଲଟିଛି ନାଗାବଳୀ ନଦୀ

ରାୟଗଡ/ମନୋଜ ସାହୁ:ରାୟଗଡ ଜିଲ୍ଲାର ଦୁଃଖ ପାଲଟିଛି ନାଗାବଳୀ ନଦୀ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ନଦୀ କୁଳିଆ ଗାଁ ଗୁଡିକ ଭୟଭୀତ ହୋଇ ଦିନ କାଟିଥାନ୍ତି ।ନଦୀ କୂଳ ଖାଇବା ସହ ମାଟି ଅତଡ଼ା ଖସିବା ଯୋଗୁ ନାଗାବଳୀ ନଦୀ କୂଳରେ ବସବାସ କରୁଥିବା ଗ୍ରାମବାସୀ ଭଗବାନଙ୍କ ଭରସାରେ ଦିନ କଟିଥାନ୍ତି…
Read More...

କାଶ୍ମୀରରେ ପେଟ୍ରୋଲ ଅଭାବ; ପ୍ରବଳ ବର୍ଷା ପାଇଁ ଜାତୀୟ ରାଜପଥ ପ୍ରଭାବିତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ କାଶ୍ମୀରର ଲୋକଙ୍କ ଜୀବନ ବିଶୃଙ୍ଖଳିତ ହୋଇଛି। ହଠାତ୍ ବନ୍ୟା ଯୋଗୁଁ ଜାତୀୟ ରାଜପଥ ଜାମ୍ ହୋଇଯାଇଥିଲା ଏବଂ ଅନେକ ସ୍ଥାନରେ ଏହି ବନ୍ୟାରେ ରାଜପଥର କିଛି ଅଂଶ ଧୋଇ ହୋଇଯାଇଥିଲା। ଏହା ପରେ, ବର୍ତ୍ତମାନ…
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୬ ଓ ୨୭ ତାରିଖରେ ରାଷ୍ଟ୍ରପତିଙ୍କର ଓଡ଼ିଶାରେ ଦୁଇଟି କାର୍ୟ୍ୟକ୍ରମ ରହିଛି । ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଓଡ଼ିଶା ଉଚ୍ଚ ନ୍ୟାୟଳୟ, ଏସସିବି ମେଡିକାଲ ଓ…
Read More...

ଶଙ୍ଖ ଭବନରେ ହେବ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରେ ଶଙ୍ଖ ଭବନ ଠାରେ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ଛାତ୍ର ସଂଗଠନ ଉପସ୍ଥିତ ରହିବା ସହ ବିଭିନ୍ନ ପ୍ରସ୍ତାବ ଅନୁମୋଦିତ ହେବ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଉଦବୋଧନ ଓ ଦିଗଦର୍ଶନ ଦେବେ ।…
Read More...

୨୪ ଘଣ୍ଟା ମଧ୍ୟରେ ୫ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି; ଅଧିକାରୀମାନେ କହିଲେ କାରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭରୁ ଅନେକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ପାଞ୍ଚ ଜଣ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସହିତ ଚଳିତ ବର୍ଷର ଅମରନାଥ ଯାତ୍ରାରେ ମୃତ୍ୟୁ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି। ପ୍ରାକୃତିକ କାରଣରୁ ମୃତ୍ୟୁ ମଧ୍ୟରେ,…
Read More...

ଆସନ୍ତାକାଲି ଫ୍ରାନ୍ସ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜୁଲାଇ ୧୩ ରୁ ତିନି ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଫ୍ରାନ୍ସ ଏବଂ ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯିବେ। ଏହି ଗସ୍ତର ପ୍ରଥମ ପର୍ୟ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୩ ଏବଂ ୧୪ ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ…
Read More...

ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା; ହତ୍ୟା କରିଥିଲେ ପରିବାର ଲୋକେ

କଳାହାଣ୍ଡି/ଗୋଲାପ ସାହୁ: ଗତ ଦୁଇଦିନ ତଳେ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଯେଉଁଥିରେ ତତ୍ପରତା ଦେଖାଇ ଥିଲା ପୋଲିସ।ଆଉ ଘଟଣାର ୨ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ।ସୂଚନା ଅନୁଯାୟୀ…
Read More...