Browsing Tag

madhusmita tripathy

ଶ୍ରୀଜିଉଙ୍କୁ ଦର୍ଶନ କରି ରତ୍ନଭଣ୍ଡାର ଖୋଲିବା ନେଇ ମତ ରଖିଲେ ଛତିଶଗଡ ରାଜ୍ୟପାଳ

ପୁରୀ/ସଞ୍ଜୟ ମହାପାତ୍ର: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।ମହାପ୍ରଭୁଙ୍କୁ ଦର୍ଶନ କରି ସେ ବେଶ୍ ଆନନ୍ଦିତ ବୋଲି କହିଛନ୍ତି। ଆହୁରି ଅଧିକ ଲୋକ ସେବା, ଦେଶ ସେବା କରିବା ପାଇଁ ମହାପ୍ରଭୁ…
Read More...

ନାବାଳକ ପ୍ରେମୀ ଯୁଗଳଙ୍କ ଅର୍ଦ୍ଧଦଗ୍ଧ ମୄତଦେହ ଉଦ୍ଧାର

କଳାହାଣ୍ଡି/ଗୋଲାପ ସାହୁ: କଳାହାଣ୍ଡି ଜିଲ୍ଲା ବାଞ୍ଜିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଧର୍ମଗଡ ଥାନା ବାଞ୍ଜିପଦର ଗାଁ ନିକଟରୁ ଦୁଇ ଜଣଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଉଭୟ ମୃତକ ନାବାଳକ ଓ ନାବାଳିକା ବୋଲି ଜଣାପଡିଛି । ତେବେ ବାଞ୍ଜିପଦର ଗ୍ରାମର ଉଭୟ ପୁଅ ଝିଅ…
Read More...

ଗ୍ରାହକ ସେବା କେନ୍ଦ୍ର ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଜୟପାଟଣା/ ଅରୁଣ କୁମାର ସାହୁ: ଗ୍ରାହକ ସେବାକେନ୍ଦ୍ର କରି ଲକ୍ଷ୍ୟାଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଆସାମୀଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଆମ ରିପୋର୍ଟ୍ ଟୁଡେର ନିୟୁଜ ପ୍ରସାରଣ ପରେ ଜୟପାଟଣା ପୋଲିସ ତତ୍ପରତା ଦେଖାଇଛି । ଗତମାସ ୨୮ ତାରିଖ ଦିନ ଗ୍ରାହକ ସେବାକେନ୍ଦ୍ର କରି ଗାଁ…
Read More...

ନଦୀ ପାର ବେଳେ ଭାସିଗଲେ ଦୁଇ ଯବାନ

ଜାମ୍ମୁ କାଶ୍ମୀର: ପୁଞ୍ଚ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଦୁଇଜଣ ସୈନିକ ନଦୀ ପାର ହେବାକୁ ଚେଷ୍ଟା କରୁଥିବାବେଳେ ଉଭୟେ ପ୍ରବଳ ସ୍ରୋତର ଶିକାର ହୋଇଥିଲେ। କାଶ୍ମୀର ପୁଞ୍ଚ ଜିଲ୍ଲାର ଏକ ନଦୀରେ ଭାରତୀୟ ସେନାର ଦୁଇ ଯବାନ ଭାସି ଯାଇଛନ୍ତି। ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି…
Read More...

କାର ମାଲିକଙ୍କୁ ୪୨ ଲକ୍ଷ ଟଙ୍କା ଦେବ ଫୋର୍ଡ; ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଜଣେ ଗ୍ରାହକଙ୍କୁ ୪୨ ଲକ୍ଷ ଟଙ୍କା ଦେବାକୁ ଫୋର୍ଡ ଇଣ୍ଡିଆ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଫୋର୍ଡ ଟାଇଟାନିୟମ୍ ଏଣ୍ଡେଭର୍ ୩.୪ଖ କାର୍ ସହିତ ଜଡିତ । କାରର ଉତ୍ପାଦନ ତ୍ରୁଟି ସମ୍ପର୍କରେ କାର ମଲିକ କମ୍ପାନୀ ବିରୋଧରେ ମାମଲା ଦାୟର…
Read More...

ମା’ର ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦୁଃଖ

ଯାଜପୁର/ଜୟପ୍ରକାଶ ନାୟକ: ମା ହେଵତ ଅପର୍ଣ୍ଣାଙ୍କ ପରି,ନା ଭାଙ୍ଗି ପଡିଛନ୍ତି ନା ଭାଙ୍ଗିଛି ତାଙ୍କ ଦୃଢ ଇଚ୍ଛାଶକ୍ତି, ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଛୁଆଙ୍କୁ ମଣିଷ କରିବାକୁ ଜାରି ରଖିଛନ୍ତି ସଂଘର୍ଷ, ଖୁବ କମ ବୟସରେ ସ୍ୱାମୀଙ୍କୁ ହରାଇବା ପରେ କେମିତି ଦୁଇ ଛୁଆଙ୍କ ଭବିଷ୍ୟତ ଗଢିବେ କେମିତି…
Read More...

ଦାଦନ ଖଟିବାକୁ ଯାଇ ଚାରି ଯୁବକଙ୍କ ବନ୍ଧକ ପଡିଲା ମୁଣ୍ଡ

ଉମରକୋଟ/ମନୋଜ କୁମାର ନାୟକ: ଦାଦନ ଖଟିବାକୁ ଯାଇ ଚାରି ଯୁବକଙ୍କ ମୁଣ୍ଡ ବନ୍ଧକ ପଡିଲା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡିର ଚାରି ଜଣ ଯୁବକ ଗତ ସୋମବାର ଦିନ ସୁଦୂର ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥିଲେ । କିନ୍ତୁ ଗତ ଶୁକ୍ରବାର ଦିନ ଚାରି ଜଣ ଯୁବକଙ୍କୁ କିଛି…
Read More...

ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ; ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମା

କୋରାପୁଟ/ସୁନ୍ଦର କୁମାର ପାଣି: କୋରାପୁଟ ଜିଲ୍ଲାର ଦଶମନ୍ତପୁରରେ ଦେଖିବାକୁ ମିଳିଛି ଅବ୍ୟବସ୍ଥାର ବିକଳ ଚିତ୍ର । ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ । ଅଧା ବାଟରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମା । ଢ଼ୁ ଢ଼ୁ ବର୍ଷାରେ ପଲିଥିନ ଢ଼ାଙ୍କି ବୁହାହେଲେ ଗର୍ଭବତୀ । ଗାଁକୁ …
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ

ଭୁବନେଶ୍ୱର:ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି ସିବିଆଇ । ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ୩ ଅଭିଯୁକ୍ତ । ସିବିଆଇର ସ୍ୱତନ୍ତ୍ର ଅଧିକାରୀ ତିନି ଜଣଙ୍କୁ ପଚରାଉଚୁରା କରୁଛନ୍ତି । ସୁରକ୍ଷା…
Read More...

ପାକିସ୍ତାନୀ ମହିଳା ଗୁପ୍ତଚରଙ୍କ ପ୍ରେମରେ ପଡି ତଥ୍ୟ ଦେଇଦେଲେ ଡିଆରଡିଓ ବୈଜ୍ଞାନିକ

ବ୍ୟୁରୋ ରିପୋର୍ଟ: ପଡୋଶୀ ଦେଶ ପାକିସ୍ତାନ ସହ ଗୁପ୍ତ ସୂଚନା ବାଣ୍ଟି ଗିରଫ ହୋଇଛନ୍ତି ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର । ଏହି ଘଟଣାରେ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିଷୟରେ ଚାର୍ଜସିଟରେ ଏକ ବଡ଼ ଖୁଲାସା ହୋଇଛି। ପ୍ରଦୀପ କୁରୁଲକର ପାକିସ୍ତାନୀ ମହିଳା ଗୁପ୍ତଚର ଅପରେଟିଭଙ୍କ ସହ…
Read More...