Browsing Tag

make in odisha conclave 2018

ସୋସିଆଲ ମେଡିଆ ସାହାଯ୍ୟରେ ଧରାପଡିଲେ ଗ୍ୟାଙ୍ଗଷ୍ଟର

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଗତକାଲି ଦିଲ୍ଲୀରୁ ଜନ୍ମଦିନ ପାଳନ କରି ପୋଲିସ ହାତରେ ଧରା ପଡିଲେ ଗ୍ୟାଙ୍ଗଷ୍ଟର । ଜନ୍ମ ଦିନର ଏକ ଭିଡିଓ କରି ସୋସିାଲ ମେଡିଆରେ ଭାଇରାଲ କରିବା ପଡିଲା ମହାଙ୍ଗା । ଭିଡିଓର ସାହାଯ୍ୟ ନେଇ ପୋଲିସ ଦ୍ୱାରା ଗିରଫ ହେଲେ ଗ୍ୟାଙ୍ଗଷ୍ଟର । ପ୍ରକାଶ ଯେ,…
Read More...

ନକ୍ସଲ ନାଁରେ ଟଙ୍କା ଆଦାୟ କରୁଥିଲେ କନେଷ୍ଟବଳ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ବେଳେ ଧରା ପଡିଲେ କନେଷ୍ଟବଳ । ଗିରଫ କନେଷ୍ଟବଳ ଜଣକ ହେଉଛନ୍ତି ଜି,ଶ୍ରୀକାନ୍ତ । ସେ ଜଣେ ଡିଭିଏଫ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ଜି.ଶ୍ରୀକାନ୍ତ ନିଜକୁ ନକ୍ସଲର ପରିଚୟ ଦେଇ ଜୟପୁର…
Read More...

ବସ ଓଲଟି ଦୁଇ ଜଣଙ୍କ ମୃତ୍ୟୁ

ଋିପୋର୍ଟରସ ଟୁଡେ(ସୋମାଶ୍ରୀ ମହାନ୍ତି): ଉତ୍ତର ପ୍ରଦେଶରେ ବସ ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ୨୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବାରବାଙ୍କି ଜିଲ୍ଲାର ରାମସନେହି ଥାନା ପାଖ ବେସନପୁରବା ନିକଟରେ…
Read More...

ମେଟ୍ରୋ ରେଳ ଲାଇନ ତିଆରି ବେଳେ ଶ୍ରମିକ ମୃତ୍ୟୁ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ମେଟ୍ରୋର ରେଳ ନିର୍ମାଣ ବେଳେ ଜଣେ ଶ୍ରମିକର ମୃତ୍ୟୁ ହୋଇଛି । ଏହାସହ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଟନେଲ ଖୋଳିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ପ୍ରକାଶ ଯେ, ଆଜି ସକାଳୁ ମୁମ୍ବାଇରେ ମେଟ୍ରୋ ରେଳ ନିର୍ମାଣ ପାଇଁ କାମ…
Read More...

ଗଞ୍ଜେଇ ଚାଲଣ କରିବାର ନୂଆ ଉପାୟ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଗଞ୍ଜେଇ ଚାଲଣା କରୁଥିବା ବ୍ୟକ୍ତିଙ୍କ ନୂଆ ଉପାୟ । ଏବେ ଚକୋଲେଟ ଜରି ଭିତରେ ମଧ୍ୟ ଚୋରା ଚାଲଣ ହେଉଛି ଗଞ୍ଜେଇ । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଆଜି ଏକ ଗଞ୍ଜେଇ ଚାଲଣକାରୀ ଦଳ ପୋଲିସ ହାତରେ ଧରା ପଡିଛନ୍ତି । ସୂଚନା ଅନୁସାରେ ଆଜି…
Read More...

ପାକିସ୍ତାନ ଝିଅକୁ ବାହା ହେଲା ହରିୟାଣା ପୁଅ

(ଶିଲାସ୍ମିତା/ପଟିଆଲା): ପାକିସ୍ତାନ ଓ ଭାରତ ମଧ୍ୟରେ ଅଶାନ୍ତି ଚାଲିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଉଭୟ ଦେଶର ପୁଅ ଝିଅ । ପାକିସ୍ତାନର ଝିଅ ସରଜିତ ଏବଂ ହରିଆଣା ନିବାସୀ ପରୱିନ୍ଦର ସିଂହ ପଟିଆଲାରେ ବିବାହ କରିଛନ୍ତି । ଶିଖ ପରମ୍ପରା ଆଧାରରେ ଉଭୟ ବିବାହ କରିଥିବା ସୂଚନା…
Read More...

ପ୍ରତ୍ୟେକ ବୁଥରେ ମହିଳା ବ୍ରିଗେଡ ରଖିବ ଭାରତୀୟ ଜନତା ପାର୍ଟି

(ସରୋଜ କୁମାର ରାଉତ/ଲକ୍ଷ୍ନୌ): ଭାରତୀୟ ଜନତା ପାର୍ଟି (ଭାଜପା) ଏବେ ପ୍ରତ୍ୟେକ ବୁଥ୍‌ରେ ନିଜର ମହିଳା ବ୍ରିଗେଡ୍‌ ରଖିବାକୁ ପ୍ରସ୍ତୁତ ହେଉଛି। ଯୋଜନା ଅନୁଯାୟୀ ଏହି ମହିଳା ବ୍ରିଗେଡ୍‌ ନିଜ ନିଜ ଅଞ୍ଚଳର ମହିଳାମାନଙ୍କୁ ବୁଥ୍‌ ଯାଏଁ ଆଣିବେ। ଏମାନଙ୍କୁ ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟାରେ…
Read More...

କ୍ୟାନସର ହସ୍ପିଟାଲ ନିର୍ମାଣ ଦାବିରେ ଆଜି ବ୍ରଜରାଜ ନଗର ୧୨ ଘଂଟିଆ ବନ୍ଦ ଡ଼ାକରା

(ରିିପୋର୍ଟସ ଟୁଡ଼େ): କ୍ୟାନସର ହସ୍ପିଟାଲ ନିର୍ମାଣ ଦାବି କରି ଆଜି ବ୍ରଜରାଜନଗରରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ବ୍ରଜରାଜନଗର ସଚେତନ ନାଗରିକ ମଂଚ ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି । ଏହାକୁ ବେଲପାହାଡ ନାଗରିକ କମିଟି ମଧ୍ୟ ସମର୍ଥନ କରିଛି । ବିଜେପି…
Read More...

ମେକ୍‍ ଇନ ଓଡ଼ିଶା କନକ୍ଲେଭ ୨୦୧୮, ଯୋଗଦେବେ ୨ ହଜାର ପ୍ରତିନିଧି

(ଶୁଭସ୍ମିତା ଦାଶ): ଭୁବନେଶ୍ୱର ଠାରେ ନଭେମ୍ବର ମାସରେ ଅନୁଷ୍ଠିତ ହେବ ମେକ୍‍ ଇନ ଓଡ଼ିଶା କନକ୍ଲେଭ-୨୦୧୮ କାର୍ୟ୍ୟକ୍ରମ । ଶୁକ୍ରବାର ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କନକ୍ଲେଭର ପ୍ରମୁଖ ପ୍ରାୟୋଜକ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ(ଫିକି)ର ପ୍ରତିନିଧିଙ୍କ ସହ ଏ…
Read More...