ରାଜ୍ୟରେ ଅସମ୍ଭାଳ ହେଲାଣି ମ୍ୟାଲେରିଆ ରୋଗୀ ସଂଖ୍ୟା…
ପ୍ରତିରୋଧ ସତ୍ୱେ ବୋଲ ମାନୁନି ମ୍ୟାଲେରିଆ ରୋଗୀ ସଂଖ୍ୟା । ରାଜ୍ୟରେ ଅସମ୍ଭାଳ ହେଲାଣି ମ୍ୟାଲେରିଆ ରୋଗୀ । ରାଜ୍ୟରେ ୨୦୨୨ ରେ ୨୩୭୭୦ ମ୍ୟାଲେରିଆ ରୋଗୀ ଚିନ୍ହଟ ହୋଇଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି ୫ ଜଣ । ୨୦୨୨ରେ ସର୍ବାଧିକ ରାୟଗଡା ୪୯୯୮ ଜଣ ମ୍ୟାଲେରିଆ ରୋଗୀ ଚି଼ହ୍ନଟ । ୨୦୨୩ ରେ…
Read More...
Read More...