Browsing Tag

Manasi panda

ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ସ୍ୱର୍ଣ୍ଣ ବିଜୟୀ ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ୫ଲକ୍ଷ ଲେଖାଏଁ ଘୋଷଣା । ଭିଡିଓ କଲରେ ଖେଳାଳିଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏହି ଐତିହାସିକ ଦିବସଟି ଚିରଦିନ ସ୍ମରଣୀୟ ରହିବ । ଆସନ୍ତାବର୍ଷ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି

ଦିଲ୍ଲୀରେ ପ୍ରବଳ ବର୍ଷା କାରଣରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ଯମୁନା ନଦୀରେ ଜଳସ୍ତର ବଢିବା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇ ଦେଇଛି । ଏପରିକି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ପାଖାପାଖି ମଧ୍ୟ ବନ୍ୟା ପାଣି । କେବଳ ଏତିକି ନୁହେଁ…
Read More...

ଡ୍ୟାମ୍‌ରେ ବୁଡ଼ି କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନିଖୋଜ

କଳାହାଣ୍ଡି :  କଳାହାଣ୍ଡି ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ରେତ୍ ଡ୍ୟାମ୍‌କୁ ବୁଲିବାକୁ ଆସିଥିବା ବେଳେ ଅଘଟଣ । ଛତିକୁଡ଼ା ନିକଟସ୍ଥ ରେତ୍‌ ଡ୍ୟାମରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଛାତ୍ର ଜଣଙ୍କ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସାଲୁ ପଣ୍ଡା। ଘର ଭବାନୀପାଟଣାରେ। ସାଲୁ ପଣ୍ଡା…
Read More...

ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ

ଅନୁଗୁଳ: ରାଜ୍ୟରେ ବଜ୍ରାଘାତରେ ୪ ମୃତ । ଅନୁଗୁଳରେ କାଠ ସଂଗ୍ରହ କରି ଘରକୁ ଫେରୁଥିବାବେଳେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ନାଲକୋ ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଅଘଟଣ ଘଟିଛି । ମୃତ ମହିଳା ହେଲେ ସୁଷମା ବେହେରା ଓ ବେଣି ବେହେରା । ସେହିପରି ଜୟପୁରରେ ବୋରିଗୁମ୍ମା…
Read More...

ପ୍ରସିଦ୍ଧ ଶୈବପୀଠ ମୁର୍ଗା ମହାଦେବଙ୍କ ଠାରେ ବୋଲବମ୍ ଭକ୍ତଙ୍କ ଜଳାଭିଷେକ

କେନ୍ଦୁଝର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଏଥିପାଇଁ ବଡି ଭୋରରୁ ଲୋକାରଣ୍ୟ ହୋଇଛି ରାଜ୍ୟର ସମସ୍ତ ଶିବାଳୟ। କେନ୍ଦୁଝରର ପ୍ରସିଦ୍ଧ ଶୈବପୀଠ, ‘ମୁର୍ଗା ମହାଦେବ’ଙ୍କ ଠାରେ ଆଜି ହଜାର ହଜାର ବୋଲବମ୍ କାଉଡ଼ିଆ…
Read More...

ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ କାମ ଆରମ୍ଭ

ଭୁବନେଶ୍ୱର : ଆରମ୍ଭ ହୋଇଛି ଭୁବନେଶ୍ୱର - କଟକ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବୈଷୟିକ ଭୂମି ଯାଞ୍ଚ । ୩୦ଫୁଟ ତଳୁ ମାଟିର ନମୁନା ସଂଗ୍ରହ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ନନ୍ଦନକାନନ-ବାରଙ୍ଗ ରାସ୍ତାରେ ବ୍ୟାରିକେଡ୍ କରାଯାଇ ଏହି ଯାଞ୍ଚ କରାଯାଉଥିବା ବେଳେ ଡିପିଆର ପ୍ରସ୍ତୁତ ପାଇଁ ଏହି…
Read More...

ଆଉଁଳି ଛକରେ ହୁତୁ ହୁତୁ ହୋଇ ଜଳିଗଲା ସ୍କୁଟି

ନବରଙ୍ଗପୁର କେଉଟ ସାହିର ଜଣେ ବ୍ୟକ୍ତି ନବରଙ୍ଗପୁର ରୁ ଜୟପୁର ଅଭିମୁଖେ ଆସୁଥିବା ବେଳେ ଯାନ୍ତ୍ରିକ ତ୍ରୁଟି ବା ସଟ ସର୍କିଟ ଯୋଗୁଁ ହଠାତ ସ୍କୁଟିରେ ନିଆଁ ଲାଗିଯାଇଥିଲା ଅଳ୍ପକେ ବର୍ତିଲେ ସ୍କୁଟି ଚାଳକ।ସ୍କୁଟି ଟି ଆଖି ପିଛୁଳାକେ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା।ଅଗ୍ନିଶମ ବିଭାଗ…
Read More...

ଭାରତୀୟ ଭଲିବଲ ଦଳର ଉଜ୍ଜ୍ୱଳ ଭବିଷ୍ୟତ ରାହୁଲ ବାରିକ

ଜଗତସିଂହପୁର: ନାମ ତାଙ୍କର ରାହୁଲ ବାରିକ ବୟସ- ୨୫ , ଉଚ୍ଚତା- ୬ ଫୁଟ ୩ ଇଞ୍ଚ । ସେ ନେଟ୍ସକୁ ଓହ୍ଲାଇଲେ ପ୍ରତିପକ୍ଷ ଦଳରେ ଖେଳିଯାଏ ଆତଙ୍କ । ଭଲିବଲ୍ କୋର୍ଟର ଯେଉଁ କୋଣରେ ବଲ୍ ଥିଲେ ବି, ତାକୁ ସ୍ମାସ୍ କରି ପଏଣ୍ଟ ଆଣିବାର ଦକ୍ଷତା ରଖନ୍ତି ସେ । ଭାରତୀୟ ଭଲିବଲ ଦଳରେ ନୂତନଭାବେ ସ୍ଥାନ…
Read More...

ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଦିଲ୍ଲୀରେ ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ସରକାର ରାଜ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । କୁହାଯାଉଛି କି ପୂର୍ବ ୪୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା ।ପାଣିପାଗ ବିଭାଗ ମୁତାବକ ଦେଶର ୮ଟି…
Read More...

୨୫ ପ୍ରତିଶତ ଶସ୍ତା ହେବ ଟ୍ରେନ୍ ଏସି ଟିକଟ 

ଅନେକ ଟ୍ରେନ ୫୦ ପ୍ରତିଶତରୁ ଅଧିକ ସିଟ୍ ଖାଲି ପଡିବା କାରଣରୁ ସରକାର ଏକ ରିହାତି ଭଡା ସ୍କିମ୍ ଘୋଷଣା କରିଛନ୍ତି । ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନ୍ ଏସି ଚେୟାର କାର, ଏକ୍ଜିକ୍ୟୁଟିଭ୍ ଶ୍ରେଣୀର ଟିକଟ ମୂଲ୍ୟରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଦର ହ୍ରାସ ହେବ । ଏସି ସିଟ୍ ବ୍ୟବସ୍ଥା ଥିବା ଟ୍ରେନ୍…
Read More...