ସିବିଆଇ ମାମଲାରେ ମନୀଷ ସିସୋଦିଆଙ୍କୁ ଜୁଲାଇ ୬ପର୍ଯ୍ୟନ୍ତ ଜେଲ ହେପାଜତକୁ ପଠାଇଲେ ରାଉଜ ଆଭିନ୍ୟୁ କୋର୍ଟ
ନୂଆଦିଲ୍ଲୀ: ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ମିଳିନି ଆଶ୍ୱସ୍ତି । ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ମାମଲା ରୁଜୁ କରିଥିଲା । ଏହାର ସୁଣାଣି କରି ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଜେଲ ହାଜତକୁ ପଠାଇ ଦେଇଛନ୍ତି । ସିସୋଦିଆଙ୍କ ସହ ଅନ୍ୟ…
Read More...
Read More...