ଗ୍ରାହକ ଆଶ୍ୱସ୍ତ, ମୂଳ ମୂଲ୍ୟ ଉପରେ ୭ ପ୍ରତିଶତ ଛାଡ କରିଲେ ଭାରତ ସରକାର
ଏପ୍ରିଲ ପହିଲାରୁ ଦେଶରେ ବିକ୍ରି ହେଉଥିବା ୬୫୧ଟି ଅତ୍ୟାବଶ୍ୟକୀୟ ଔଷଧର ଦାମ କମ ହୋଇଛି । ପ୍ରାୟ ୭ ପ୍ରତିଶତ ମୂଲ୍ୟ ହ୍ରାସ କରିଛନ୍ତି ସରକାର । ଜାତୀୟ ଔଷଧ ମୂଲ୍ୟ କର୍ତୃପକ୍ଷ ବା ଏନପିପିଏ ଏହା ଟ୍ୱିଟ୍ କରି ଜଣାଇଛି । ଜାତୀୟ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ମୋଟ ୮୭୦ଟି ମେଡିସିନ୍ ଥିବା…
Read More...
Read More...