Browsing Tag

minu ahoo

ଉପର ମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରରେ ବଢିବାରେ ଲାଗିଛି ଜଳ ସ୍ତର । ଆଜି ସକାଳ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୬୦୬.୪୩ଫୁଟ ରହିଥିବା ବେଳେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୭ହଜାର ୨୬୪ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା…
Read More...

ଥାନା ଅଧିକାରୀଙ୍କ ବଦଳୀକୁ ନେଇ ପ୍ରତିବାଦ

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ଠାରେ ଏକ ବର୍ଷ ମଧ୍ୟରେ ୩ ଥାନା ଅଧିକାରୀ ଙ୍କ ବଦଳି କୁ ପ୍ରତିବାଦ କରି ବିଷମ କଟକ ନାଗରିକ ମଞ୍ଚ ସଭାପତି ଶ୍ରୀମାନ ଗୋପାଳକୃଷ୍ଣ ପଟ୍ଟନାୟକ ଙ୍କ ଡାକରା ରେ  ଆସନ୍ତା କାଲି ହେବାକୁ ଥିବା ରାଲି ଓ ବନ୍ଦ ପାଳନ କୁ ସ୍ଥଗିତ…
Read More...

ଶିଶୁ ବିଦ୍ୟାମନ୍ଦିରରେ ପାଳନ କରାଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ

କୋରାପୁଟ : ଆଜି ସରକାରୀ ଘୋଷଣା ଅନୁସାରେ ଦୀର୍ଘ ଦିନର ଗ୍ରୀଷ୍ମ ଅବକାଶ ପରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିଯାଇଛି । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଶିଶୁ ବିଦ୍ୟମନ୍ଦର ମଧ୍ୟ ଖୋଲି ଯାଇଛି । ତତ୍ ସହିତ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଥିବାରୁ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଥିଲା…
Read More...

ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର: ଆସନ୍ତା କାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । କିନ୍ତୁ ୭ଟି ଜିଲାର ସ୍କୁଲ ଖୋଲିବା ନିଷ୍ପତି ଜିଲ୍ଲାପାଳଙ୍କୁ ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ଜୁନ ୧୯ରେ ଖୋଲିବାକୁ ଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉ…
Read More...

ରଥଯାତ୍ରା ପାଇଁ ରିଜର୍ଭ ପେଲିସ ଗ୍ରାଉଣ୍ଡରେ ପୋଲିସର ମକଡ୍ରିଲ

ପୁରୀ/ ସଞ୍ଜୟ ମୋହାପାତ୍ର: ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବାକୁ ଅଣ୍ଟା ଭିଡିଛି ପୋଲିସ୍ ବିଭାଗ। ବିଶେଷ କରି ରଥଟଣା କିଭଳି ଶାନ୍ତି ଶୃଙ୍ଖଳାରେ ହୋଇ ପାରିବ ସେ ନେଇ ପୋଲିସ୍ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ଵ ଦିଆଯାଉଛି। ରଥ ଟଣା କିଭଳି ହୋଇ ପାରିବ…
Read More...

କାଳବୈଶାଖୀ ଜନିତ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି

ଭୁବନେଶ୍ୱର: ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜ୍ୟବାସୀ । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପାଇଁ ପାଗରେ ସାମନ୍ୟ ପରିବର୍ତ୍ତନ ଆସିଛି । ସେହିପରି ରାଜଧାନୀ ଭୁବନେଶ୍ୱର ସମେତ ପୁରୀ ରେ ମଧ୍ୟ ପାଗ କୋହଲା ରହିଛି । କାଳବୈଶାଖୀ ଜନିତ ବର୍ଷା ହୋଇଥିଲେ ମଧ୍ୟ ଆଜି ଦିନ…
Read More...

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତି ଇତିହାସ ରଚିଛନ୍ତି ଭାରତୀୟ ଖେଳାଳି । ଭାରତୀୟ ତାରକା ବ୍ୟାଡମିଣ୍ଟନ ଯୋଡି ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମାଲେସିଆ ଯୋଡି ଆରୋନ ଚିଆ ଓ ସୋ ଉଇ ୟିକାଙ୍କୁ ହରାଇ ଏହି ଗୌରବ ହାସଲ କରିଛନ୍ତି । ଇଣ୍ଡୋନେସିଆ ଟ୍ରଫି ଫାଇନାଲରେ ସାତ୍ୱିକ ଓ…
Read More...

୪ ତାରିଖ ପର୍ଯ୍ୟନ୍ତ ଯୁକ୍ତତିନି ନାମଲେଖା ପାଇଁ କରିପାରିବେ ଆବେଦନ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତତିନି ନାମ ଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆଜିଠାରୁ ଆସନ୍ତା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆବେଦନ ପ୍ରକ୍ରିିୟା । ଜୁଲାଇ ୧୪ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ । ସେହିପରି ଜୁଲାଇ ୨୭ରେ ଦ୍ୱିତୀୟ ମେରିଟ ଲିଷ୍ଟ୍ ପ୍ରକାଶ…
Read More...

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ୟ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫ ରୁ ସାନ ଖେମୁଣ୍ଡି ବ୍ଲକ ପୋଡାମାରୀ ଚୈତନ୍ୟ ବିଦ୍ୟା ପୀଠରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ୟ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି। ପୋଡ଼ାମାରି ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମୀରାବାଇ ପଣ୍ଡା ପାୱାର…
Read More...