Browsing Tag

minu sahoo

କାଜୁ ତୋଟାରୁ ମାର୍ବଲ ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର : କାଜୁ ତୋଟାରୁ ମାର୍ବଲ ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଞ୍ଜା ନିକଟରୁ ଏକ ମୃତଦେହ ଉଦ୍ଧାର କରାଯାଇଛି । ମୃତବ୍ୟକ୍ତି ହେଉଛନ୍ତି ସାନଖେମୁଣ୍ଡି ବ୍ଲକ ଛଣମେରି ଗାଁର ୨୫ ବର୍ଷୀୟ ମାର୍ବଲ ମିସ୍ତ୍ରୀ ଲଳିତ ମୋହନ…
Read More...

ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବର୍ଷା ଗଲାଣି ୯୦ ଜୀବନ

ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ଥର । ଫଳରେ କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ହେବାରୁ ପାହାଡ ଧସିବା ଓ ଭୂସ୍ଖଳନ ହେବାର ଭୟ ମଧ୍ୟ ରହିଛି ।…
Read More...

ବହୁ ଅପେକ୍ଷା ପରେ ଆସନ୍ତାକାଲି ଲଞ୍ଚ୍ ହେବ ଚନ୍ଦ୍ରାୟନ-୩

ବହୁ ଅପେକ୍ଷାର ଅନ୍ତ ହୋଇଛି । ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରୟାନ -୩ ।  ଏଥି ପାଇଁ ଇସ୍ରୋର ସମସ୍ତ  ପ୍ରସ୍ତୁତି  ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଏଥର ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ  ଲକ୍ଷ ରଖି  ପୂର୍ବ ଅପେକ୍ଷା    ଅଧିକ ଇନ୍ଧନ,  ପୂର୍ବ ପରି ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ …
Read More...

ମୌସୁମୀ ଋତୁ ଆସିଥିଲେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଦେଖା ନାହିଁ ବର୍ଷା । ଉତ୍କଟ ସ୍ଥିତିରେ ମୌସୁମୀ ବର୍ଷା । ମୌସୁମୀ ଋତୁ ଆସିଥିଲେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ହେଉଛି । ଏ ସପ୍ତାହରେ ମଧ୍ୟ ବଡ ବର୍ଷା ନଥିବା କୁହାଯାଉଛି । ଓଡିଶା ଉପକୂଳକୁ ଆସୁଥିବା ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ବର୍ଷା କରାଇବାରେ ସକ୍ଷମ ହେଉହାହିଁ…
Read More...

ବାହାନଗା ଟ୍ରେନ ଦୁର୍ଘଟଣା: ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବତ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବତ କରାଯାଇଛି । ଦାୟିତ୍ୱରେ ଅବହେଳା କାରଣରୁ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଏ ନେଇ ନେଇ ଜିଏମ ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି । ବାହାନଗର ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ ପୂର୍ବ ରେଳ ସୁରକ୍ଷା କମିସନର ରେଳବାଇ…
Read More...

୧୪ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର କରହିବା ଅନୁଯାୟୀ ଆସନ୍ତା ୧୪ ତାରିଖରେ ବଢିପାରେ ବର୍ଷାର ପରିମାଣ ଓ ବିସ୍ତୁତି । ଆସନ୍ତା ୨୪ ଘଣ୍ଟାରେ ୧୪ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି…
Read More...

ଆଲୋକ ଜ୍ୟୋତି ପରେ ଚନ୍ଦନ ସରିତା

ଆଜି କାଲି ସୋସିଆଲ ମିଡିଆରେ ଅନେକ ଘଟଣା ଭାଇରାଲ ହେବାରେ ଲାଗିଛି । ଉତ୍ତରପ୍ରଦେଶର ପ୍ରୟାଗରାଜର ସଫେଇ କର୍ମଚାରୀ ଅଲୋକ ମୌର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ମଧ୍ୟରେ ବିବାଦ ଘଟଣା ମଧ୍ୟ ବେଶ୍ ଭାଇରାଲ ହେଉଛି । ସେହିପରି ଆଉ ଏକ ଘଟଣା ମଧ୍ୟ ବିହାରର ବୈଶାଳୀରେ ଦେଖିବାକୁ…
Read More...

ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ

କାଲିମେଳା/ ଆଶିଷ  ବଇଁ: ନକ୍ସଲଙ୍କ ସହିଦ ସପ୍ତାହ ପୂର୍ବରୁ ଯବାନଙ୍କୁ ମିଳିଛି ବଡ଼ ସଫଳତା | କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୋଣ୍ଡା ଜଙ୍ଗଲରେ ନକ୍ସଲ ଲୁଚେଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ଜବତ କରିବାରେ ସଫଳ ହୋଇଛନ୍ତି ୧୪୨ ବାଟାଲିୟନର ସୀମା ସୁରକ୍ଷା ଯବାନ | ଯବାନମାନେ ଜଙ୍ଗଲରେ…
Read More...

ଯୁବକଙ୍କ ଗଳାକାଟି ହତ୍ୟା ଅଭିଯୋଗ ଆଣିଲେ ବାପା

ଆଳି/ଅଶ୍ବିନୀ କୁମାର ସାହୁ : ଜାତୀୟ ରାଜପଥ ଉପରେ ଯୁବକଙ୍କୁ କେହି ଦୁର୍ବୁତ୍ତ ଗଳାକାଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚନ୍ଦନପୋଖରୀ-ଜୟନଗର ରାସ୍ତାର ଚେରଣ୍ଟପଡ଼ା ଛକ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟାକାଣ୍ଡରେ ଶିକାର ହୋଇଥିବା…
Read More...

ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା : ଶେଷ ହେଲା ଅଭିଯୁକ୍ତର ରିମାଣ୍ଡ ଅବଧି

ଭୁବନେଶ୍ୱର: ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା । ଏନ ଆଇ ଏ ହାତରେ ଲାଗିଲା ISI ଏଜେଣ୍ଟଙ୍କ ନାଁ । ଜେରା ବେଳେ ଟଙ୍କା ପଠାଇଥିବା ପାକିସ୍ତାନୀ ଏଜେଣ୍ଟଙ୍କ ନାଁ କହିଛି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜମ୍ବୁରେ । ୧୦୦ରୁ ଅଧିକ ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲା ଅଭିଜିତ । ସମସ୍ତ…
Read More...