Browsing Tag

MP bus accident

ମଧ୍ୟପ୍ରଦେଶର ଖରଗାଁରେ ବସ୍ ଦୁର୍ଘଟଣାରେ ୧୫ମୃତ, ୨୫ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖରଗାଁରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ବସ୍ଟି ୫୦ଜଣ ଯାତ୍ରୀଙ୍କୁ ନେଇ ଇନ୍ଦୋର ଯାଉଥିବା ବେଳେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଖରଗାଁ ଠାରୁ ୪୦ କିଲୋମିଟର ଦୂର ଦରଭଙ୍ଗା ଠାରେ ଏହି ଦୁର୍ଘଟଣା…
Read More...

ନର୍ମଦା ନଦୀକୁ ଖସିଲା ବସ୍, ୧୩ ମୃତଦେହ ଉଦ୍ଧାର ୨୦ରୁ ଅଧିକ ଯାତ୍ରୀ ନିଖୋଜ

ଭୋପାଳ: ଇନ୍ଦୋରରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇବା କାରଣରୁ ଧାମନୋଦର ଖାଲଘାଟ ସଞ୍ଜୟ ସେତୁରୁ ନର୍ମଦା ନଦୀକୁ ଖସିପଡିଥିଲା। ବର୍ତ୍ତମାନ ସୁଦ୍ଧା ନଦୀରୁ ୧୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏଥି ସହିତ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର…
Read More...