ନାକ୍ ରେଟିଂ ପାଇଁ ନେଉଥିଲେ ଲାଞ୍ଚ : ସିବିଆଇ ଜାଲରେ ୧୦ ପ୍ରଫେସର୍
ବ୍ୟୁରୋ : ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ। ଗିରଫ ପ୍ରଫେସର ବୁଲୁ ମହାରଣାଙ୍କ ଉପରେ କଡା ନଜର। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଏକ ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ନେଉଥିବା…
Read More...
Read More...