Browsing Tag

nabarangpur

ଆମ ଓଡିଶା ସ୍ବେଚ୍ଛାକୃତ ରକ୍ତ ଦନ ଶିବିର

ନବରଙ୍ଗପୁର : ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଆଜି ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରଟିକୁ ପରୁଆ ସରପଞ୍ଚ ଶ୍ରୀ ପ୍ରିତମ କୁମାର ଗଣ୍ଡ ଉଦଘାଟନ କରିଥିବା ବେଳେ ରାଇଘର ସମ୍ବାଦ ପ୍ରତିନିଧି ଦେବେନ୍ଦ୍ର ମିଶ୍ର…
Read More...

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଅନୁଷ୍ଠିତ

ନବରଙ୍ଗପୁର : ଦୁଲୁକୁଛି ମଣ୍ଡେଇ ମଞ୍ଚ,ଜମୁଛି ଭିଡ଼। ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇର ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନବରଙ୍ଗପୁର ଜିଲ୍ଲାପାଳ ତଥା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ ପାଢୀ ଯୋଗ ଦେଇଥିଲେ।…
Read More...

ଅପହରଣ ନୁହେଁ ୪ ଜଣ ଦୁର୍ଘଟଣାର ଶୀକାର ହୋଇଥିଲେ !

ଉମରକୋଟ : ୪ଜଣ ଅପହରଣ ଘଟଣାର ଆସିଲା ନୂଆମୋଡ । ସେଇ ୪ଜଣ ଅପହରଣ ନୁହେଁ ଦୁର୍ଘଟଣାର ଶୀକାର ହୋଇଥିବା ସୂଚନା ମିଳିଛି । ସୂଚନା ଅନୂଯାୟୀ ଉମରକୋଟର ତପନ ସରକାର ନିଜ ସ୍ତ୍ରୀ ଓ ସମ୍ପର୍କୀୟଙ୍କ ସହ ଛତିଶଗଡର କାଂକେର କୁ ଭୋଜି ଖାଇବା ପାଇଁ ଯାଇଥିଲେ । ସେଠାରେ ବାହାଘର କାର୍ୟ୍ୟକ୍ରମରେ ଯୋଗଦେଇ…
Read More...

ଶିକ୍ଷକ ଅନିରୁଦ୍ଧ ହତ୍ୟା ଘଟଣାରେ ହତ୍ୟାକାରୀ ଗିରଫ

ନବରଙ୍ଗରପୁର: ଶିକ୍ଷକ ଅନିରୁଦ୍ଧ ହତ୍ୟା ଘଟଣାରେ ଗିରଫ ହେଲା ହତ୍ୟାକାରୀ । ଏ ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ହାଇସ୍କୁଲରେ । ହତ୍ୟାର ୧୭ ଦିନ ପରେ ଅଭିଯୁକ୍ତ ଅରୂପ କୁମାର ଜେନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୁକ୍ତ ଶିକ୍ଷକଙ୍କ ସହ…
Read More...

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର/ମନୋଜ କୁମାର ନାୟକ : ଉମରକୋଟ ବ୍ଲକ ରେ ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉମରକୋଟ ବ୍ଲକର ସମସ୍ତ ବିଭାଗର ସରକାରୀ କର୍ମଚାରୀ ଏବଂ ସମସ୍ତ ଦଳର କର୍ମୀ ଏବଂ ସରପଞ୍ଚ , ସମିତିସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ କୃଷି ବିଭାଗ,ମତ୍ସ୍ୟ ବିଭାଗ,…
Read More...

ଡିସେମ୍ବର ୧୦ରୁ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଠାରୁ କିଣାଯିବ ଧାନ

ନବରଙ୍ଗପୁର/ ଟୁକୁନା ଖୁରା: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ଡ଼ିସେମ୍ବର ଦଶ ତାରିଖରୁ ଧାନ ମଣ୍ଡି ରେ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ…
Read More...

ଚାକିରୀ ଲୋଭରେ ଠକାମୀର ଶୀକାର ହେଲେ ମହିଳା

ନବରଙ୍ଗପୁର / ଟୁକୁନା ଖୁରା : ଚାକୀରି ଦେବା ନାଁ ରେ ୩୨ ହଜାର ଲୁଟ । ସିକ୍ୟୁରିଟି ଗାର୍ଡ କରେଇ ଦେବା ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୩୨ ହଜାର ଟଙ୍କା ଠକିି ନେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଦେବକୀ ଜାନୀ । ଖବର ଅନୂଯାୟୀ ଚାକିରୀ କରାଇଦେବା କହି ଦେବକୀ ଜାନୀ ନାମକ…
Read More...

ସାଲକାଠ ବୋଝେଇ ପିକଅପ ଗାଡି ଜବତ : ୨ଜଣ ଗିରଫ

ରାଇଘର/ ଲଳିତ ସୁନାନୀ : ବନ ବିଭାଗର ବଡ ସଫଳତା । ସାଲକାଠ ବୋଝେଇ ପିକଅପ ଗାଡି ଜବତ କରିଛି ବନବିଭାଗ । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗରେ । ସୂଚନାନୁସାରେ , ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବାବେଳେ ମହିନ୍ଦ୍ରା ବୋଲେରୋ ପିକଅପ ନାମକ ଏକ ଡାଲା…
Read More...

ଅନ୍ଧ ବିଶ୍ବାସର କରୁଣ ପରିଣତି; ଭାଇକୁ ହତ୍ୟା କଲା ଭାଇ

ନବରଙ୍ଗପୁର/ ମନୋଜ ଦାଶ: ଅନ୍ଧ ବିଶ୍ବାସର କରୁଣ ପରିଣତି । ଗୁଣି ଗାରେଡ଼ି ସନ୍ଦେହରେ ଘଟିଛି ହତ୍ୟାକାଣ୍ଡ । ଭାଇକୁ ହତ୍ୟା  କଲା  ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦର୍ଗାଗୁଡ଼ାରେ। ସମ୍ପର୍କୀୟ ଭାଈ ଓ ତିନି ପୁତୁରାଙ୍କ ଟାଙ୍ଗିଆ ଚୋଟରେ  ହତ୍ୟା କରିଛି ଭାଇ…
Read More...

ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା : ୩ ଚାଳକ ଗୁରୁତର

ବୌଦ୍ଧ/ ନବରଙ୍ଗପୁର: ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା, ୩ ଚାଳକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଓ ନବରଙ୍ଗପୁରରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ରାଧାନଗର ନିକଟରେ ବୃନ୍ଦାବନଠାରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ…
Read More...