Browsing Tag

Nandankanan Zoo

ମାଆ ହେବ ବାଘୁଣୀ ‘ଜିନ୍ନତ’

ଭୁବନେଶ୍ୱର-: ମାଆ ହେବ ବାଘୁଣୀ ‘ଜିନ୍ନତ’। ମହାରାଷ୍ଟ୍ର ତଡ଼ଭା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଆସିଥିବା ୩ ବର୍ଷିୟା ବାଘୁଣୀ ଏବେ ଗର୍ଭବତୀ ଅଛି । ୩ ରାଜ୍ୟର ୭ ଜଙ୍ଗଲ ଘୂରିକି ଫେରିଥିବା ଏହି ମରାଠା ବାଘୁଣୀ ଶିମିଳିପାଳ ଅଭୟାରଣ୍ୟର ମହାବଳ ବାଘ ‘ଟି-୧୨’ ସହ ସହବାସ ହୋଇଛି। ମହାରାଷ୍ଟ୍ରରୁ…
Read More...

ନନ୍ଦନକାନନରେ ନୂତନ ପ୍ରାଣୀ ସଂଗ୍ରହ ପାଇଁ ‘ମେସର୍ସ ଗୀତାରାଣୀ ମହାନ୍ତି ଆଇରନ ଓର ମାଇନ୍ସ’ ପକ୍ଷରୁ ସହାୟତା ପ୍ରଦାନ

ଭୁବନେଶ୍ୱର : ନନ୍ଦନକାନନରେ ଜୈବ ବିବିଧତାକୁ ସମୃଦ୍ଧ କରିବା ପାଇଁ ଦେଶ  ବିଦେଶର ବିଭିନ୍ନ ଚିଡ଼ିଆଖାନାରୁ ନୂତନ ପ୍ରାଣୀ ସଂଗ୍ରହ ପାଇଁ ପଦକ୍ଷେପ  ନିଆଯାଉଛି। ଏଥିସହିତ ପୋଷ୍ୟ ପ୍ରାଣୀ କାର୍ଯ୍ୟକ୍ରମ ଜରିଆରେ ନନ୍ଦନକାନନ ପ୍ରାଣୀମାନଙ୍କର ଯତ୍ନ, ପାଳନପୋଷଣ ଏବଂ ଅନ୍ୟ ଚିଡ଼ିଆଖାନା ମାନଙ୍କରୁ…
Read More...

କୋଲକାତା ଆଲିପୁର ଚିଡିଆଖାନାରୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ

ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଦୀର୍ଘ ବର୍ଷ ଧରି ଏକୁଟିଆ ଥିବା ଖୁସିକୁ ମିଳିଲା ସାଥୀ । କୋଲକାତା ଆଲିପୁର ଚିଡିଆ ଖାନାରୁ ନନ୍ଦନକାନନକୁ ଆସିଛନ୍ତି ଦୁଇ ଜିରାଫ । ଦୁହିଁଙ୍କୁ ଆଣିବାକୁ ଗୋଟେ ସ୍ୱତନ୍ତ୍ର ଦଳ ଓଡିଶାରୁ ଯାଇଥିଲେ । ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି…
Read More...

ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ ‘ସାରା’

ଭୁବନେଶ୍ୱର: ଆଖି ବୁଜିଲା ନାଲି ବାଘୁଣୀ 'ସାରା'। 2009ମସିହାରେ ଆସିଥିବା ବାଘୁଣୀ ସାରା' ର ମୃତ୍ୟୁ। ମୃତ୍ୟୁ ବେଳକୁ ବାଘୁଣୀ କୁ 19ବର୍ଷ ହୋଇଥିଲା। ନନ୍ଦନକାନନରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ସାରା' ର ମୃତ୍ୟୁ ଘଟିଛି।…
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ଆନାକୋଣ୍ଡାକୁ ଝୁରୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଚାଲିଗଲା ଏକ ୧୪ ମାସର ଆନାକୋଣ୍ଡା ସାପର ଜୀବନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪୬ ନଂ ୱାଡରେ ରହୁଥିବା ୧୦ଟଇ ଆନାକୋଣ୍ଡା ମଧ୍ୟରୁ ଗୋଟିଲ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ବର୍ତ୍ତମାନ ପ୍ରାଣି ଉଦ୍ୟାନରେ ଆଉ ୯ଟି ଆନାକୋଣ୍ଡା…
Read More...

ଦିନ ଭଳି ରାତିରେ ବି ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ଦର୍ଶକ

ଭୁବନେଶ୍ୱର: ଅଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ !  ଦିନ ଭଳି ରାତିରେ ବି ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ଦର୍ଶକ । ଏ ନେଇ ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ ମାଷ୍ଟର ପ୍ଲାନରେ ନୂଆ ବ୍ୟବସ୍ଥା ହୋଇଛି । ଏବେ ସନ୍ଧ୍ୟା ୫ଟାରେ ବନ୍ଦ ହେଉଥିବା ନନ୍ଦନକାନନ ଆଗକୁ ରାତିରେ…
Read More...