Browsing Tag

Nayagada

ମହିଳା IICଙ୍କ ଠାରୁ ସୁନା ଚେନ ଝାମ୍ପି ନେବା ପଡ଼ିଲା ମହଙ୍ଗା, 4ଟି ଚେନ ସମେତ ଅଭିଯୁକ୍ତଙ୍କୁ ଗିରଫ

ନୟାଗଡ଼/ମାନସ କୁମାର ସାହୁ : ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ୱିପହରେ ସୁନା ଚେନ ଲୁଟି ନେବା ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ | ପୂର୍ବତନ ଥାନା ଅଧିକାରୀଙ୍କ ସୁନା ଚେନ ଲୁଟର ୨୪ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଛି ପୋଲିସ | ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ ଗିରଫ…
Read More...

ନାବାଳିକା ଦୁଷ୍କର୍ମ ଘଟଣାରେ ପୂର୍ବତନ ଏଏସ୍‌ଆଇଙ୍କୁ ୨୦ ବର୍ଷ କାରାଦଣ୍ଡ

ନୟାଗଡ଼ : ନାବାଳିକା ଦୁଷ୍କର୍ମ ଘଟଣାରେ ପୂର୍ବତନ ଏଏସ୍‌ଆଇଙ୍କୁ ୨୦ ବର୍ଷ କାରାଦଣ୍ଡ । ୨୦ ହଜାର ଟଙ୍କା ଜୋରିମାନା ସହ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ ଫାଷ୍ଟ ଟ୍ରାକ୍‌ କୋର୍ଟ । ଦଣ୍ଡ ପାଇଥିବା ପୂର୍ବତନ ପୋଲିସ ଅଧିକାରୀ ହେଲେ ବାଣିଗୋଚ୍ଛା…
Read More...

ଝୁଲୁଛି ତିନି ଯୁବତୀଙ୍କ ମୃତ ଦେହ

ନବରଙ୍ଗପୁର: ଗଛରେ ଝୁଲୁଛି ତିନି ଯୁବତୀଙ୍କ ମୃତ ଦେହ । ଏଭଳି ଅଭାବନିୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡଙ୍ଗରିଭଟା ଠାରେ । ଏକ ଗଛରୁ ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତିନି ଜଣ ଯୁବତି ହେଲେ ହେମଲତା ଗୌଡ, କୌଶଲ୍ୟା ମାଝୀ,ଓ ଫୁଲମତି ମାଝୀ । ତିନଜଣ ଯୁବତୀ ତିନି…
Read More...

ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କୁ ଗିରଫ

ଭୁବନେଶ୍ୱର: ବନ୍ଧାହେଲେ କୋଟିପତି ଯନ୍ତ୍ରୀ । ନୟାଗଡ଼ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଖୋର୍ଦ୍ଧା,ନୟାଗଡ଼ ଓ ଢ଼େଙ୍କାନାଳରେ ଏକକାଳିନ ଚଢ଼ାଉ ହୋଇଥିଲା । ଏଥିସହ…
Read More...

ପରି ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା

ନୟାଗଡ(ରିପୋର୍ଟର୍ସ ଟୁଡେ) : ସୁପ୍ରିମକୋର୍ଟ ନୟାଗଡ ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ତଦନ୍ତର ଶୁଣାଣିକୁ ଗୁରୁବାର ଘୁଞ୍ଚାଇ ଦେଇଛନ୍ତି । ଆବେଦନର ଶୁଣାଣି ମଙ୍ଗଳବାର ବିଚାଲପତି ଏଏମ ଖାନଓ୍ବାଲକର ଏବଂ ସଞ୍ଜୀବ ଖାନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହେବାର…
Read More...

ଜଳିଗଲା ୨୫ ବଖରା ସହ ୨୫ ଛେଳି

(ନୟାଗଡ଼) : ନୟାଗଡ ଜିଲା ଓଡଗାଁ ଥାନା ପୋଡାସାହିରେ ଭୟାଭୟ ଅଗ୍ନିକାଣ୍ଡ । ଫଳରେ ୨୫ ବଖରା ପୋଡି ଯାଇଥିବା ବେଳେ ୨୫ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ସୂଚାନୁଯାୟୀ , ଓଡଗାଁ ପୋଡା ସାହିରେ ଆଜି ଅପରାହ୍ନରେ ହଠାତ ନିଆଁ…
Read More...

ନୟାଗଡରେ ପୁଣି ଲଜ୍ୟା ନାବାଳିକାକୁ ଦୁଷ୍କର୍ମ କଲେ ଦୁଇ ଯୁବକ

(ମାନସ ପ୍ରଧାନ) : ଅଷ୍ଟମୀ ପୁଜା ପାଇଁ ଚଳଚଚଂଳ ହୋଇପଡିଥିଲା ନୟାଗଡର ନୂଆଗାଁ ବଜାର, ମା’ ଙ୍କ ପୂଜାରେ ସମସ୍ତେ ଲାଗିପଡିଥିଲେ, ଘରେ ଘରେ ଚାଲିଥିଲା ପୂଜାର୍ଛନ କିନ୍ତୁ ସେଇସମୟରେ ଘଟିଥିଲା ଏକ ଅଭାବନୀୟ ଘଟଣା । ନୟାଗଡ ନୁଆଗାଁ ଥାନା ଅଚଂଳରେ ୮ମ ଶ୍ରେଣୀ ଛାତ୍ରୀ ଟିଉସନ ସାରି ଫେରୁଥିବା ବେଳେ…
Read More...

ନୟାଗଡ ଜିଲ୍ଲାରେ ହାଇଆଲର୍ଟ ଜାରି..

(ମାନସ କୁମାର ପ୍ରଧାନ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ପାଇଁ ନୟାଗଡ ଜିଲ୍ଲା ପ୍ରଭାବିତ । ନୟାଗଡ ଜିଲ୍ଲାରେ ତିତିଲି ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି । ଗତ କାଲି ନୟାଗଡ ଜିଲ୍ଲାରେ ହାଇ ଆଲଟ ଜାରି କରାଯିବା ପରେ ଜିଲ୍ଲା ପ୍ରସାଶନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।…
Read More...

ବିଜେଡି ପଦଯାତ୍ରା

(ମାନସ କୁମାର ପ୍ରଧାନ): ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଜାଇଛି । ଏହି ପଦଯାତ୍ରାରେ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡାଙ୍କ ନେତୁତ୍ବରେ ସତାଧିକ ବିଜେଡି କର୍ମି ଓ ସେନା ଏହି ଜନସମ୍ପର୍କ ପଦଜାତ୍ରାରେ ସାମିଲ ହୋଇଥିଲେ ।…
Read More...