Browsing Tag

Nayagarh

ପ୍ରେମ ସମ୍ପର୍କ କୁ ନେଇ ନାବାଳିକା ଝିଅକୁ ହତ୍ୟା

ନାବାଳିକା ଝିଅର ପ୍ରେମ ସମ୍ପର୍କ ,ହତ୍ୟା କଲେ ପରିବାର ଲୋକ ।ନୟାଗଡ ରେ ଅନରକିଲିଂ ଅଭିଯୋଗ ରେ ତନା ଘନା ଆରମ୍ଭ କରିଛି ପୋଲିସ୍ ।ପ୍ରଥମେ ନୟାଗଡରେ ମର୍ଡର ପରେ କନ୍ଧମାଳ ଜିଲ୍ଲାଫିରିଙ୍ଗିଆ ଜଙ୍ଗଲରେ ପୋତିଦେଇଥିଲେ ମୃତଦେହ ।ଏହି ଘଟଣା ରେ ଅଭିଯୁକ୍ତ ମାନେ ହେଉଛନ୍ତି ନାବାଳିକାଙ୍କ ପୀଉସା…
Read More...

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆର ଅତିରିକ୍ତ ତହସିଲ ଦାର

ନୟାଗଡ: ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଗଣିଆର ଅତିରିକ୍ତ ତହସିଲ ଦାର । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ତହସିଲ ଦାର ବନମାଳୀ ପରିଡା । ଅଭିଯୋଗ ଅନୁସାରେ ବାଲିଟ୍ରକ ଛାଡିବା ପାଇଁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ପୁର୍ବରୁ ୧୦ ହଜାର ଟଙ୍କା ନେଇଯାଇଥିଲେ । ଆଜି ଆଉ…
Read More...

ନୟାଗଡରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ

ଭୁବନେଶ୍ୱର: ନୟାଗଡ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ । ବର୍ଷା ସତ୍ୱେ ନୟାଗଡର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ।  ନୟାଗଡ ଜିଲ୍ଲାରେ ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ସମିକ୍ଷା କରୁଛନ୍ତି ୫ଟି ସଚିବ। ପରେ…
Read More...

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବିଷ ଦେଇ ମାରିଦେବାକୁ ଧମକ

ନୟାଗଡ଼:  ଖାଦ୍ୟରେ ବିଷଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାରିଦେବାକୁ ଧମକ୍ । ଅଭିଭାବକମାନେ ମହିଳା ରୋଷେୟା ଭଗବତୀ ଯାନୀଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା କନେଡି ଗାଁରୁ ଏଭଳି ଅଭିଯୋଗ ଆସିଛି । ଦୁଡା ଓ କନେଡି ଗାଁ ମଧ୍ୟରେ…
Read More...

ନୟାଗଡରେ ପବିତ୍ର ଦଣ୍ଡପର୍ବ,ଦଣ୍ଡଯାତ୍ରା ରେ ଦଣ୍ଡନୃତ୍ୟ ବି ଏକ ନିଆରା

ନୟାଗଡ:ନୟାଗଡ ରେ ପବିତ୍ର ଦଣ୍ଡପର୍ବ ଚାଲିଥିବା ବେଳେ ଚଳିତ ବର୍ଷ ଦଣ୍ଡ ନୃତ୍ୟ ବି ନିଆରା ଦେଖିବା ମିଳିଛି। ଦୋଳ ପୁର୍ଣ୍ଣିମା ଠାରୁ ଆରମ୍ଭ କରି ପଣା ସଂକ୍ରାନ୍ତି ପର୍ୟ୍ୟନ୍ତ ଏହି ଦଣ୍ଡପର୍ବ ଚାଲେ। ଏହି ଦିନ ଆସିଲେ ପ୍ରତ୍ୟେକ ଦଣ୍ଡୁଆ ଭକ୍ତ ମାନେ ଏକ ମାସ ଧରି ପିଆଜ ରସୁଣ ଆମିଷ ତ୍ୟାଗ…
Read More...

ଡିଭାଇଡରରେ ପିଟି ହୋଇ ଜଳିଗଲା ଯାତ୍ରୀବାହୀ ବସ୍

ନୟାଗଡ଼ : ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହି ବସ । ସୋମବାର ସକାଳେ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲପାଦୁଠାରେ ଏକ ବସ୍ ଡିଭାଇଡରରେ ପିଟି ହୋଇ ପୁରାପୁରି ଜଳି ଯାଇଛି । ସୂଚନା ଅନୂଯାୟୀ ବସଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରୁ…
Read More...

କଣ୍ଟିଲୋ ଅଞ୍ଚଳରୁ ୧ କେଜିରୁ ଉର୍ଦ୍ଧ ଧଳା ଜହର ଜବତ

ନୟାଗଡ଼: ଧରା ହେଲା ଧଳା ଜହର। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧୀନ ନାରାୟଣୀ ପୀଠରେ ଏସଟିଏଫ ଟିମ୍ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିବା ସହିତ ଏକ କେଜି ୧୯୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହିତ ଧଳାଜହର ବେପାର କରୁଥିବା ଅଭିଯୋଗରେ ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ଛାମୁସାହିପାଟଣା ଗ୍ରାମର ହର…
Read More...

ଆନ୍ଦୋଳନରେ ଯୋଗ ଦେବାକୁ ରାଜଧାନୀ ଆସୁଥିଲେ ଶିକ୍ଷକ, ଅଧାବାଟରେ ଚାଲିଗଲା ଜୀବନ

ନୟାଗଡ:ଆନ୍ଦୋଳରେ ଯୋଗ ଦେବା ପାଇଁ ଆସୁଥିଲେ ଶିକ୍ଷକ । ଅନ୍ଦୋଳନରେ ଅନ୍ୟ ସାଥୀଙ୍କ ସହ ମିଶି ନିଜର ଦାବି ସରକାରଙ୍କ ନିକଟରେ ଜଣାଇଥାନ୍ତେ । ହେଲେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ମୃତ ଶିକ୍ଷକ ହେଉଛନ୍ତି ଅମର ଚାନ୍ଦ । ତେବେ ମୃତ ବ୍ୟକ୍ତି ଅମର…
Read More...

ବ୍ରିଜ୍ ତଳକୁ ଖସି ତେଲ ଟ୍ୟାଙ୍କର ବିସ୍ପୋରଣ, ୪ ଜୀବନ୍ତ ଦଗ୍ଧ

ନୟାଗଡ: ବ୍ରିଜ ଉପରୁ ତଳକୁ ଖସି ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର । ନୟାଗଡ ଜିଲ୍ଲା ବଡ ପଣ୍ଡୁସର ବ୍ରିଜ୍ରେ ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୪ଜଣ…
Read More...

ଭିଜିଲାନ୍ସର ଜାଲରେ ପୁଣି ତିନି ଧଳା ହାତୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ତିନି ଜଣ ସରକାରୀ ବାବୁ । ଜଣେ ସହକାରୀ ଯନ୍ତ୍ରୀ, ଜଣେ ମୁଖ୍ୟ କିରାଣୀ ତ ଆଉ ଜଣେ ଆରଆଇ । ଭିଜିଲାନ୍ସ ଏହି ଦୁଇ ଜଣ ସରକାରୀଙ୍କ ବାବୁଙ୍କ ଘରୁ ପୁଳା ପୁଳା ଟଙ୍କା, ସୁନାଗହଣା, ବ୍ୟାଙ୍କ ପାସବୁକ୍, ମହଲା ମହଲା ଘର ଆଦି ଠାବ କରିଛି । ଭିଜିଲାନ୍ସର ଅନ୍ୟ…
Read More...