Browsing Tag

New Delhi

୨୫ରୁ ସଂସଦରେ ଶୀତ ଅଧିବେଶନ: ଆଜି ବସିଯାଇଛି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ନଭେମ୍ବର ୨୫ ରୁ ଅର୍ଥାତ ଆସନ୍ତାକାଲି ଠାରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ଶୀତ କାଳିନ ଅଧିାବେଶନ । ଶୀତ ଅଧିବେଶନ ପୂର୍ବରୁ ଆଜି ବସିଯାଇଛି ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଆବାହକତ୍ୱରେ ସଂସଦ ଭବନରେ ଆଜି ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ…
Read More...

ଦିଲ୍ଲୀରେ ଚାଲିଛି ଓଡିଶା ପର୍ବ: ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡିଶା ପର୍ବ- ୨୦୨୪ରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । ସନ୍ଧ୍ୟା ୫ ଟା ୩୦ ରେ କାର୍ଯ୍ୟକ୍ରମରେ ସାମିଲ ହେବେ । ଦିଲ୍ଲୀରେ ଚାଲିଛି ଓଡିଶା ପର୍ବ ୨୦୨୪ । ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ନଭେମ୍ବର ୨୨ରୁ ‘ଓଡ଼ିଆ…
Read More...

ମହାରାଷ୍ଟ୍ରରେ ମହାୟୁତିର ବିଜୟ : ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ  ମହାୟୁତିର ବିଜୟ ହୋଇଛି ।  ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ସେହିପରି ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟକୁ  ବଡ ସଫଳତା ମିଳିଛି । ଯାହା ମହାରାଷ୍ଟ୍ର ଏବଂ  ନିର୍ବାଚନରେ  ଫଳାଫଳ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ  ବିଜେପି ୧୨୯ ସିଟରେ…
Read More...

ଆସିଲା ଆଇପିଏଲ ସୂଚୀ : ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ଆଇପିଏଲ ୨୦୨୫

ନୂଆଦିଲ୍ଲୀ:ଆଇପିଏଲର ପରବର୍ତ୍ତି ତିନି ସିଜିନ ପାଇଁ ତାରିଖ ଧାର୍ଯ୍ୟ କରିଛି ବିସିସିଆଇ । ୨୦୨୫ ଆଇପିଏଲ ସିଜନ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ । ସେହିପରି ୨୦୨୬ରେ ମାର୍ଚ୍ଚ ୧୫ରୁ ମେ ୩୧ ଓ ୨୦୨୭ରେ ମର୍ଚ୍ଚ ୧୪ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ…
Read More...

ବର୍ଡର-ଗାଭାସ୍କର ଟ୍ରଫିରେ କମାଲ୍ କରିଛନ୍ତି ଭାରତୀୟ ଦଳ

ନୂଆଦିଲ୍ଲୀ: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ପାଳିରେ ୪୬ ରନରେ ଆଗୁଆ ରହିଛି। ଗତକାଲି ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ।…
Read More...

ଝାଡଖଣ୍ଡ ବିଧାନସଭା ନିର୍ବାଚନ : ୫୧ ସିଟରେ ଆଗୁଆ ଇଣ୍ଡିଆ ମେଣ୍ଟ

ଝାଡଖଣ୍ଡ; ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ମଧ୍ୟରେ ବଡ ଟ୍ୱିଷ୍ଟି ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡି ମେଣ୍ଟକୁ ପଛରେ ପକାଇ ଆଗେଇ ଚାଲିଛି ଇଣ୍ଡି ମେଣ୍ଟ । ଇଣ୍ଡିଆ ବ୍ଲକ ମ୍ୟାଜିକ ନଂ ପାର କରି ୫୧ଟି ଆସନରେ ଆଗରେ ରହିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା…
Read More...

ମଣିପୁରରେ ୩.୬ ତିବ୍ରତାର ଭୂକମ୍ପ ଅନୁଭୂତ

ମଣିପୁର: ଭୂକମ୍ପରେ ଥରିଲା ମଣିପୁର । ଆଜି ସକାଳେ ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ୩.୬ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିବା ସୂଚନା ରହିଛି। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଏହି ସୂଚନା ଦେଇଛି। ତେବେ ଏହି ଭୂକମ୍ପରେ ଜୀବନ କିମ୍ବା ଧନ ସମ୍ପତ୍ତି ନଷ୍ଟ ହେବାର କୌଣସି…
Read More...

ମହାରାଷ୍ଟ୍ରର ଏକ ସାର କାରଖାନାରୁ ଗ୍ୟାସ ଲିକ ହୋଇ ଗଲା ୩ ଜୀବନ

ମହାରାଷ୍ଟ୍ରର : ସାର କାରଖାନାରୁ ଗ୍ୟାସ ଲିକ ହୋଇ ଗଲା ୩ ଜୀବନ । ଏଭଳି ଘଟଣା ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଏକ ସାର କାରଖାନାରେ ଘଟିଛି । ସେଠାରେ ଗ୍ୟାସ୍ ଲିକ୍ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ଏକ ଫର୍ଟିଲାଇଜର ପ୍ଲାଣ୍ଟର ରିଆକ୍ଟରରେ ବିସ୍ଫୋରଣ ପରେ ବିଷାକ୍ତ ଗ୍ୟାସ୍ ନିର୍ଗତ…
Read More...

କୃତ୍ରିମ ବର୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଫଳରେ ଅସମ୍ଭାଳ ହୋଇପଡିଛି ସ୍ଥିତି । ନିଶ୍ୱାସ ନେବା ଏଠି ମୁସକିଲ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କୃତ୍ରିମ ବର୍ଷା କରାଇବାକୁ ଅଣ୍ଟା ଭିଡିଛନ୍ତି । ଏନେଇ କେନ୍ଦ୍ର…
Read More...

ଆସନ୍ତା କାଲି ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ: ଆସନ୍ତା କାଲି  ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହା ସହ ଝାଡଖଣ୍ଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ତେଣୁ ଗତ କାଲି ଠାରୁ  ଶେଷ ହୋଇଯାଇଛି ପ୍ରଚାର । ତେବେ ମହାରାଷ୍ଟ୍ରର ମୋଟ ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବେଳେ  ଝାଡଖଣ୍ଡରେ ଦ୍ୱିତୀୟ…
Read More...