Browsing Tag

New York

ଦୀପାବଳି: ନ୍ୟୁୟର୍କରେ ସ୍କୁଲ ଛୁଟି ପାଇଁ ଗୃହୀତ ହେଲା ବିଲ୍

ନ୍ୟୁୟର୍କ: ଆମେରିକାର ପେନ୍ସିଲଭାନିଆ ପରେ ନ୍ୟୁୟର୍କରେ ମଧ୍ୟ ଦୀପାବଳିରେ ସ୍କୁଲ ଛୁଟି ରହିବ । ଏ ନେଇ ନ୍ୟୁୟର୍କ ରାଜ୍ୟ ବିଧାନସଭାରେ ଏକ ବିଲ୍ ଗୃହୀତ ହୋଇଛି । ନ୍ୟୁୟର୍କ ରାଜ୍ୟ ବିଧାନସଭା ଗତ ସପ୍ତାହରେ ଏହି ବିଲ୍ ଆଗତ ହୋଇଥିଲା । ଏହି ଆଇନ ପାରିତ ହେବା ପରେ ମେୟର ଏରିକ୍ ଆଡାମ୍ସ…
Read More...

ନ୍ୟୁୟର୍କ ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ବର୍ତ୍ତମାନ ସମୟରେ ପ୍ରଦୂଷଣ ଲୋକମାନଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇଛି । ଦିନକୁ ଦିନ ପ୍ରଦୁଷଣର ମାତ୍ରା ବଢି ବଢି ଚାଲିଛି । ଅତ୍ୟଧିକ ଗାଡ଼ିମଟର ବ୍ୟବହାର, କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଏବଂ ଅଳିଆ ଆବର୍ଜନା ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି । ଏହି ପ୍ରଦୂଷଣକୁ ନେଇ ଏକ ୱେବସାଇଟ ତରଫରୁ…
Read More...

ବିଶିଷ୍ଟ ଲେଖକ ସୁଲେମାନ ରୁର୍ସିଦ୍ଦଙ୍କୁ ଆକ୍ରମଣ

ନ୍ୟୁୟର୍କ: ବିଶିଷ୍ଟ ଲେଖକ ସୁଲେମାନ ରୁର୍ସିଦ୍ଦଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ଦୁର୍ବୁତ୍ତମାନେ ଛୁରୀରେ ଆକ୍ରମଣ କରିଥିଲେ। ଫଳରେ ଶ୍ରୀ ରୁର୍ସିଦ୍ଦ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଶରୀରର ବିଭିନ୍ନ ସ୍ଥାନରେ ଆଘାତ କରାଯାଇଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। ଏହାଛଡା…
Read More...